Masthead

ବିରଳ ଫଙ୍ଗସ ‘ଅରୁଣାଲୋକ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ଡାକ୍ତରଙ୍କ ଗବେଷଣା ସଫଳ ହୋଇଛି । ଆଉ ଏକ ବିରଳ ଫଙ୍ଗସ ଚିହ୍ନଟ ହୋଇଛି । ଏହି ଫଙ୍ଗସ ମଧୁମେହ ରୋଗୀ, ଅଙ୍ଗପ୍ରତ୍ୟାରୋପଣ ବ୍ୟକ୍ତି, କୋଭିଡ-୧୯ ଗୁରୁତର ରୋଗୀଙ୍କ ପାଖରେ ହେବାର ଆଶଙ୍କା ଯଥେଷ୍ଟ ରହିଛି । ଯାହାର ନାଁ ଅରୁଣାଲୋକ ରଖାଯାଇଛିା

ଗୁରୁତର ରୋଗୀଙ୍କ ଶରୀରରେ ଏହା ଦେଖା ଯାଉଥିବାରୁ ମୃତ୍ୟୁହାର ବେଶ ଅଧିକ ରହିଛି । ଏହି ସଂକ୍ରମଣରେ ନାକରୁ କଳାରଙ୍ଗର ପାଣି ବାହାରେ । ଆଖି ନାଲିପଡି ଫୁଲିଯାଏ । ମୁଣ୍ଡ ଚାରିପଟୁ ବିନ୍ଧା ହୋଇଥାଏ । ପାଟିରେ ଯନ୍ତ୍ରଣା ହୁଏ । ପାଟି ଭିତର କଳାଦେଖାଯାଏ । ଫଙ୍ଗସଟି କରୋନା ସହିତ ଜଡ଼ିତ ବ୍ଲାକ ଫଙ୍ଗସ ବା ମ୍ୟୁକରମାଇକୋସିସ ସୃଷ୍ଟି କରୁଥିବା ସୂଚନା ମିଳିଛି ।

ଯେଉଁ କରୋନା ଆକ୍ରାନ୍ତମାନେ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ, ଆଣ୍ଟିବାୟୋଟିକ ଔଷଧ ସେବନ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ପୋଷ୍ଟ କୋଭିଡ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ ଫଙ୍ଗସ ସଂକ୍ରମଣ ହେବା ଦେଖାଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା