୨୦ ଭାରତୀୟଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ବାଇଡେନ

ଆମେରିକାা ବଡ଼ ଆମେରିକାର ନୂତନ ତଥା ୪୬ ତମ ରାଷ୍ଟ୍ରପତି ଜୋ-ବାଇଡେନ ନିଜ ଟିମରେ ୨୦ଜଣ ଭାରତୀୟଙ୍କୁ କରିଛନ୍ତି ସାମିଲ। ଅନ୍ୟପଟେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ହ୍ୱାଇଟହାଉସରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଯାହା ପୁଣି ଥରେ ଆମେରିକାରେ ବଢିଛି ଭାରତର ଗୁରୁତ୍ୱ। ଆଗାମୀ ଦିନରେ ଭାରତ-ଆମେରିକାର କୁଟନୈତିକ ସମ୍ପର୍କକୁ ଦୃଢିଭୂତ କରିବ ବୋଲି ଭାରତୀୟମାନେ ଆଶା ରଖିଛନ୍ତି।

ବାଇଡେନ ୧୧ ଜଣ ଭାରତୀୟଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିବା ବେଳେ କାଶ୍ମୀରରେ ଜନ୍ମିତ ସମୀରା ଫାଜଲଙ୍କୁ ନ୍ୟାସନାଲ ଇକୋନୋମିକ କାଉନସିଲ (ଏନଇସି) ର ଉପନିର୍ଦ୍ଦେଶିକା ଭାବେ ନିଯୁକ୍ତ କରିଛନ୍ତି। ‘ରାଷ୍ଟ୍ରପତି ଭାବରେ ମୁଁ ମଧ୍ୟ ଭାରତୀୟ-ଆମେରିକୀୟ ପ୍ରବାସି ଉପରେ ନିର୍ଭର କରିବି, ଯାହା ଆମର ଦୁଇ ଦେଶକୁ ଏକାଠି ରଖବ’, ବୋଲି ବିଡେନ ସ୍ୱାଧୀନତା ଦିବସର ଭର୍ଚୁଆଲ୍ ଉତ୍ସବରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ