Masthead

କାଲି ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାଲି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ । ଲକଡାଉନ ସଂପର୍କରେ ହେବ ଘୋଷଣା । କୋହଳ ହେବ ନା ନାହିଁ ସେ ସଂପର୍କରେ ହେବ ଘୋଷଣା । ଜୁଲାଇ ୧ରେ ସରୁଛି ପୂର୍ବ ଗାଇଡଲାଇନର ଅବଧି । ସାରା ରାଜ୍ୟକୁ ୨ଟି ଗ୍ରୁପରେ ଭାଗ କରି ଲାଗିଛି କଟକଣା । ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ସଂଧ୍ୟା ୫ ଯାଏଁ ଖୋଲୁଛି ଜରୁରୀ ଦୋକାନ । ଏଥିର ଆଉ କିଛି ଦୋକାନ ଖୋଲିବାକୁ ମିଳିପାରେ ଅନୁମତି ।

ଉପକୂଳ ୧୩ ଜିଲ୍ଲାରେ ଅପରାହ୍ନ ୧ ଯାଏଁ କୋହଳ । ରେଡ ଜୋନରେ ବାଲେଶ୍ୱର, ଖୋର୍ଦ୍ଧା । ଦୈନିକ ସଂକ୍ରମଣରେ ଶୀର୍ଷ ଛୁଇଁଛି ବାଲେଶ୍ୱର । କଟକ, ଯାଜପୁରରେ ବି ସଂକ୍ରମଣ ଉପରମୁହାଁ । ରେଡ୍ ଜୋନ୍ ପାଇଁ କଟକଣା ନ କମିବା ସମ୍ଭାବନା । ୟେଲୋ ଜୋନ୍ ଉପରେ ବି କଡ଼ା ନଜର । ଗ୍ରୀନ୍ ଜୋନ୍ ପାଇଁ ଫିଟିପାରେ ଆଉ କିଛି ତାଲା । ଡେଲଟା ପ୍ଲସ୍ ଓ ତୃତୀୟ ଲହରକୁ ଦେଖି ହେବ ନିଷ୍ପତ୍ତି । ଲୋକଙ୍କ ଜୀବିକା ସଂକଟରେ, କୋହଳ ପାଇଁ ବିଭିନ୍ନ ବର୍ଗର ଦାବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ