Before Header

ବସ୍ତି ସଫା କରୁଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରା

0 15

ଲଖିମପୁର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରା ଉତ୍ତର ପ୍ରଦେଶର ହିଂସା ପ୍ରଭାବିତ ଲଖିମପୁର ଖେରି ଯିବାବେଳେ ସୋମବାର ତାଙ୍କୁ ପୋଲିସ ଅଟକ ରଖିଥିଲା । ପରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ସୀତାପୁର ଗେଷ୍ଟ ହାଉସରେ ଝାଡ଼ୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖି ଯୋଗୀ ଆଦିତ୍ୟନାଥ ତାଚ୍ଛଲ୍ୟ କରିଥିଲେ ।

ସେ କହିଥିଲେ ଲୋକେ ଚାହୁଁଛନ୍ତି କଂଗ୍ରେସ ନେତା କେବଳ ଏହି କାମ କରନ୍ତୁ । ଏହାର ଜବାବରେ ପ୍ରିୟଙ୍କା ଶୁକ୍ରବାର ହଠାତ ଲକ୍ଷେ୍ନøର ଲବକୁଶ ନଗର ଦଳିତ ବସ୍ତିକୁ ଯାଇ ସେଠାରେ ଝାଡ଼ୁ ମାରିଛନ୍ତି ।

Leave A Reply

Your email address will not be published.