Masthead

ଅଙ୍ଗନୱାଡି କର୍ମୀ ସାଜିଛନ୍ତି ପିଡିଏସ ରିଟେଲର, କାର୍ଯ୍ୟାନୁଷ୍ଠାନ ନେବାକୁ ବିଡ଼ିଓଙ୍କୁ ଅଭିଯୋଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଜରାପୁର ପଞ୍ଚାୟତରେ ଅଙ୍ଗନୱାଡି କର୍ମୀମାନଙ୍କ ମନମାନି ବଢ଼ିବାରେ ଲାଗିଛି। ନିଜର ଅଙ୍ଗନବାଡି ସେଣ୍ଟରରେ ତାଲା ପକାଇ ପିଡିଏସ ଚାଉଳ ବଣ୍ଟନ କରୁଛନ୍ତି ଅଙ୍ଗନୱାଡି ଦିଦି। ଏମିତି କି ଛୋଟ ଛୋଟ କୋମଳ ମତି ପିଲାମାନଙ୍କୁ ଖାଦ୍ୟ ପରିମାଣ କମ ଦେବା ସହିତ ପିଲାମାନଙ୍କ ପାଇଁ ଆସୁଥିବା ସକାଳ ଜଳଖିଆ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଏମିତି ଏକ ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକରୁ ।

ଷଷ୍ଠତମ ପଞ୍ଚାୟତ ସମିତି ବୈଠକରେ ବଜରାପୁର ସମିତି ସଭ୍ୟ ବିବେକାନନ୍ଦ ଧର ରାଜଗରପୁର ଅଙ୍ଗନୱାଡି ସେଣ୍ଟର କର୍ମଚାରୀ ଝୁନୁଲତା ଦାସ ଆଜକୁ ଦୀର୍ଘ ବର୍ଷ ହେବ ନିଜର ଅଙ୍ଗନୱାଡି ସେଣ୍ଟର ତାଲା ପକାଇ ପିଡିଏସ ଚାଉଳ ବଣ୍ଟନ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିରେ ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନେ ନାମରେ ଥାନାରେ ମିଛ ମାମଲାରେ ତାଙ୍କୁ ଫସାଇ ଦେଉଛନ୍ତି ଏହି ଅଙ୍ଗନବାଡି କର୍ମୀ ଜଣଙ୍କ। ଏନେଇ ବଜରାପୁର ପଞ୍ଚାୟତର ସମିତି ସଭ୍ୟ ବିବେକାନନ୍ଦ ଧର ଚାନ୍ଦବାଲି ବିଡ଼ିଓ ଓ ସମିତି ଗୃହରେ ଉପସ୍ଥିତ ଥିବା ସାଂସଦ, ବିଧାୟକଙ୍କୁ ଏବିଷୟରେ ଅବଗତ କରାଇଥିଲେ ଏବଂ ବଜରାପୁର ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୁଳକ ପ୍ରକଳ୍ପ କାର୍ଯ୍ୟରେ ତାଙ୍କୁ ବିଭାଗୀୟ ଯନ୍ତ୍ରୀ ଅଣଦେଖା କରୁଥିବା ମଧ୍ୟ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ