Masthead

ପୋଲିସ ହାବୁଡରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ପୋଲିସ ହାବୁଡରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ବଲାଙ୍ଗିର ଜିଲ୍ଲାରେ ଡକାୟତ ଘଟଣାରେ ୯ ଜଣକୁ ବାନ୍ଧିଛି ପୋଲିସ । ଗିରଫ ଡକାୟତମାନେ ହେଲେ ମଧ୍ୟପ୍ରଦେଶର ରିତିକ୍ ଚୌହାନ, କ୍ରୀଷ୍ଣା ପିଂପଲ୍, ରବି ଭେଲିଆ, ସକ୍ଲାଲ ସି, ରାଜୁ ପୱାହର, ବଣ୍ଟୁ ଦେହେଲିଆ ଓ ମହାରାଷ୍ଟ୍ରର ନିଲେଶ ଦୀପକ ଓ ଅକ୍ଷୟ ଲାଲିଯୁ ଚୌହାନ ଏବଂ ଓଡ଼ିଶା ବରଗଡ଼ ଜିଲ୍ଲାର ଗୋପର୍ଜନ ପୃଷ୍ଟି ।

ତାସହ ୧୬୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର, ୧କେଜି ୭ଶହ ଗ୍ରାମର ରୂପା ଅଳଂକାର, ନଗଦ ଦୁଇ ଲକ୍ଷ ଟଙ୍କା, ଏକ ସ୍କୁଟି ଓ ଲୁଟ ଡକାୟତି ପାଇଁ ବ୍ୟବହୃତ ହାତ ହତିଆର ଜବତ ହୋଇଛି । ଏଥିସହ ୩ ଲକ୍ଷରୁ ଅଧିକ ଟଙ୍କା ଥିବା ଏକ ବ୍ୟାଙ୍କ ଏକାଉଣ୍ଟକୁ ମଧ୍ୟ ସିଜ୍ କରାଯାଇଥିବା ବଲାଙ୍ଗିର ଏସପି ଋଷିକେଶ ଖିଲାରି କହିଛନ୍ତି। ତେବେ ୧୬ଟି ଲୁଟ ଓ ଡକାୟତି ମାମଲାରେ ଏମାନେ ସଂପୃକ୍ତ ଥିବା କହିଛନ୍ତି ଏସ୍ପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ