Masthead

ଘରେ ରହି ମାପି ପାରିବେ ଆଣ୍ଟିବଡି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଜାରକୁ ଆସୁଛି ଆଣ୍ଟିବଡି ଡିଟେକ୍ସନ୍ କିଟ୍ । ଡିଆରଡିଓ ଦ୍ୱାରା ଡେଭଲପ୍ ହୋଇଥିବା ଏହି କିଟ୍ ଆସନ୍ତା ଜୁନରେ ବଜାରରେ ଉପଲବ୍ଧ ହେବ । ଏହି କିଟର ଦାମ ମାତ୍ର ୭୫ଟଙ୍କା । ଘରେ ରହି ଦେହରେ କେତେ ଆଣ୍ଟିବଡି ଅଛି ଜାଣିହେବ । ମାତ୍ର ୭୫ ମିନିଟ୍ରେ ଜାଣିହେବ ଦେହରେ କେତେ ପରିମାଣର ଆଣ୍ଟିବଡି ଅଛି । ଡିଆରଡିଓ ପକ୍ଷରୁ ବିକଶିତ କରାଯିବା ପରେ ବିଶେଷଜ୍ଞମାନେ ୧ହଜାର ରୋଗୀ ଦେହରେ ଏହାକୁ ପରୀକ୍ଷା କରିଥିଲେ ।

୨୦୨୧ ଏପ୍ରିଲରେ ଏହାକୁ ପରୀକ୍ଷା କରିବା ପାଇଁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଅନୁମୋଦନ କରିଥିଲା । ସଫଳତା ମିଳିବା ପରେ ଆଣ୍ଟିବଡି ଡିଟେକ୍ସନ୍ କିଟ୍କୁ ବଜାରରେ ବିକ୍ରି କରିବା ପାଇଁ ଡିିସିଜିଆଇ ସବୁଜ ସଙ୍କେତ ଦେଇଛି । ତେବେ ବଜାରରେ ଉପଲବ୍ଧ ହେବା ପରେ ବର୍ତ୍ତମାନର ସ୍ଥିତିରେ ପ୍ରତିମାସରେ ଆଣ୍ଟିବଡି ଡିଟେକ୍ସନ୍ କିଟ୍ ମାତ୍ର ୫୦୦ଟି ତିଆରି ହୋଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ