Before Header

କାଲିଠୁ ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

0 22

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ମୌସୁମି ଅଧିବେଶନ ।ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।ଅଧିବେଶନ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରେ ରହିଛି ବିଧାନସଭା । ବିଧନସଭା ଭିତରେ ଓ ବାହାରେ କଡ଼ା ସୁରକ୍ଷା ରହିଛି । ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି ସୁନୀଲ ବଂଶଲ ।

 

ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ୬ ଅତିରିକ୍ତ ଡିଏସପି, ୧୯ ଏସିପି ଓ ୭୫ ଜଣ ଏସଆଇ । ଏହା ସହ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଟପ ସୁରକ୍ଷା ସହ ସିସିଟିଭି ନଜରରେ ରହିବ ବିଧାନସଭା ।

Leave A Reply

Your email address will not be published.