Masthead

ଟାଟା ପାୱାରର ଶୋଷଣ ବିରୋଧରେ ଆପର ରାଲି

ଅତାବିରା (ବଡ଼ ଖବର ବ୍ୟୁରୋ): ଟାଟା ପାୱାରର ଶୋଷଣ ବିରୋଧରେ ଆପର ବିରାଟ ରାଲି । ଅତାବିରାରେ ଗାଁ ଗାଁ ବୁଲି ପ୍ରଚାର କରାଯାଇ ରାଲି କରାଯାଇଛି । ଅହେତୁକ ବିଦ୍ୟୁତ କାଟ, ବିପଦ ଶଙ୍କୁଳ ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଅନେକ ଜୀବନ ହାନି ହେଉଥିବା ଅଭିଯୋଗ କରିଛି ଆପ । ବକେୟା ଆଦାୟ ନା ରେ ଏବେ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ନଚେତ ବିଜୁଳି କାଟି ହେଉଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।

ଏହି ଶୋଷଣ ବିରୁଦ୍ଧରେ କୌଣସି ପାର୍ଟି ମୁହଁ ଖୋଲୁ ନଥିବା ବେଳେ ଆମ୍ ଆଦମୀ ପାର୍ଟି ଅତାବିରା ରେ ଏକ ବିରାଟ ରାଲି କରୁଛି । ଅତାବିରା ଆରଏମସି ବଜାର ରୁ ରେଲି କରି ସହର ପରିକ୍ରମା ପରେ ଏସଡିଓ ଙ୍କୁ ଦାବିପତ୍ର ଦେବାକୁ ସ୍ଥିର ହୋଇଛି । ଏହାକୁ ନେଇ ଗାଁ ଗାଁ ରେ ପ୍ରଚାର କରାଯାଇଥିଲା । ଦିଲ୍ଲୀ ଓ ପଞ୍ଜାବରେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ବିଜୁଳି ଫ୍ରି ମିଳୁଥିବା ବେଳେ ଏରିଅର ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି ତେଣୁ ଓଡ଼ିଶାରେ ବି ଏହା କରାଯିବାକୁ ଜିଲ୍ଲା ଆବାହକ ଭବାନୀ ସାହୁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା