Masthead

ବିଧାନସଭା ଜ୍ଞାନ ବାଣ୍ଟିବା ସଭା ନୁହେଁ: ଅରୁଣ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ଜ୍ଞାନ ବାଣ୍ଟୁଥିବା ଦୁଇ ବରିଷ୍ଠ ନେତାଙ୍କ ଜ୍ଞାନ ଗ୍ରହଣ କରିବାର ସକ୍ଷମ ନାହିଁ ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଖବରର ଶିରୋନାମାରେ ରହିବାକୁ ସବୁବେଳେ ଅପଚେଷ୍ଟା ଓ ଅପଳାପ କରୁଛନ୍ତି । ବିଧାନସଭା ଜ୍ଞାନ ବାଣ୍ଟିବା ସଭା ନୁହେଁ । ଓଡ଼ିଶାବାସୀଙ୍କ ଭାଗ୍ୟ ପରିବର୍ତ୍ତନ ପାଇଁ । ୫ଟି ମନ୍ତ୍ରରେ ଗୃହର ମାନ୍ୟବର ଦୁଇ ବରିଷ୍ଠ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି ।

ତାଙ୍କ ଜୀବନ କାଳରେ ସେମାନେ ଯାହା କରିନଥିଲେ ତାଙ୍କ ନିର୍ବାଚନ ମଣ୍ଡଳୀରେ ୫ଟି ତାହା କରିଛନ୍ତି । ଏଥିପାଇଁ ତର୍କ ପାଇଁ ଆହ୍ୱାନ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ । ମାନସିକ ଭାରସାମ୍ୟ ହରାଇଛନ୍ତି ବିରୋଧୀ । ଯେଉଁଠି ସକାଳ ଚା ପିଇବା ବେଳେ ଯିଏ ଯାହା କହିଲେ ତାହାକୁ ଶୁଣି କହୁଛନ୍ତି । କେବଳ ଖବର ଶିରୋନାମାରେ ରହିବା ପାଇଁ । ସବୁ ଅଫିସରମାନେ ଜିଲ୍ଲା ଗସ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ