ଏସୀୟ ଚାମ୍ପିଅନ୍ସ ଟ୍ରଫି; ପ୍ରଥମ ସେମିରେ ମୁହାଁମୁହିଁ ହେବେ ଭାରତ-ଜାପାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସୀୟ ଚାମ୍ପିଅନ୍ସ ଟ୍ରଫି । ଆଜି ଭାରତ-ଜାପାନ ସେମିଫାଇନାଲ । ଆଜି ରାତି ୮.୩୦ରେ କେଳାଯିବ ମ୍ୟାଚ୍ । ଅନ୍ୟଏକ ସେମି ଫାଇନାଲରେ ସଂଧ୍ୟା ୬ଟାରେ ଲିଗ୍ ପର୍ୟ୍ୟାୟର ଦ୍ୱିତୀୟ-ତୃତୀୟ ଦଳ ମାଲେସିଆ -ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ । ଲିଗ୍ ପର୍ୟ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା । ଏଥିସହ ଭାରତ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ପହଞ୍ଚିଛି ।

ବିଶ୍ୱ ମାନ୍ୟତାରେ ଭାରତ ଚତୁର୍ଥରେ ଥିଲା ବେଳେ ଜାପାନ ୧୯ରେ ରହିଛି । କିନ୍ତୁ ଢାକାରେ ଖେଳାଯାଇଥିବା ୨୦୨୧ ସଂସ୍କରଣର ସେମିଫାଇନାଲ୍ରେ ଭାରତକୁ ମାତ୍ ଦେଇ ଥିଲା ଜାପାନ । ହେଲେ ଲିଗ୍ ପର୍ୟ୍ୟାୟରେ ଭାରତ ୬-୦ ଗୋଲରେ ଜାପାନକୁ ହରାଇଥିଲା । ଗତକାଲି ପାକିସ୍ତାନକୁ ୪-୦ରେ ପରାସ୍ତ କରି ସେମିଫ୍ଧବନାଲରେ ପ୍ରବେଶ କରିଥିଲା ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’