Before Header

ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ

0 35

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସିଆନ ଗେମ୍ସ । ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ପଦକ । ଅଜୁର୍ନ ଚିମା, ସରବଜୋତ ସିଂ, ଶିବ ନରୱାଲ ଜିତିଲେ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ ପଦକ ମିଳିଛି । ୬ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଚ ହାତେଇଛି ଭାରତ । ସେହିପରି ୨୫ ମିଟର ପିସ୍ତଲ ଇଭେଣ୍ଟର ମହିଳା ବର୍ଗରେ ଭାରତ ଜିତିଛି ସ୍ୱର୍ଣ୍ଣ ପଦକ । ମନୁ ଭାକର, ଇଶା ସିଂ ଓ ରିଦମ ସାଙ୍ଗୱାନ ଏହି ସଫଳତା ଆଣିଦେଇଛନ୍ତି । ଭାରତ ପକ୍ଷରୁ ସିପ୍ତ ସାମ୍ରା, ଆଶି ଚୌକସେ ଓ ମାନିନି କୌଶିକ ଏହି ସଫଳତା ଆଣିଛନ୍ତି ।

Leave A Reply

Your email address will not be published.