Masthead

ମହାମାୟାଙ୍କ ମହାଷ୍ଟମୀ ଭକ୍ତ ଶୂନ୍ୟ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): କରୋନା କାଳରେ ଚାଲିଛି ଦଶହରା । ଦଶହରାରେ ଗାଁଠାରୁ ସହର ପର୍ୟ୍ୟନ୍ତ ଉତ୍ସବମୁଖର ହେବା ପରିବର୍ତ୍ତେ ସବୁଠି ନିରାଶାର ଭାବ । ବିନା ଭକ୍ତରେ ମହାଷ୍ଟମୀରେ ପୂଜା ପାଉଛନ୍ତି ମହାମାୟୀ । ଅଷ୍ଟମୀରେ ମା’ଙ୍କର ବିଶେଷ ପୂଜା ସହିତ ସନ୍ଧିପୂଜା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାଷ୍ଟମୀରେ ଶ୍ରଦ୍ଧାଳୁଙ୍କ ସମାଗମ ନାହିଁ । ସମସ୍ତ ପୂଜାମଣ୍ଡପ ଖାଁ ଖାଁ ଲାଗୁଛି । ପୂଜା ମଣ୍ଡପ ଆଗରେ ଟଣାଯାଇଛି ପରଦା । ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ଆଜି ସକାଳେ ସନ୍ଧିପୂଜା, ଷୋଡଶ ଉପଚାର ପୂଜା କରାଯାଇଛି ।

ଅସ୍ତରଙ୍ଗ ଦୁର୍ଗା ମଣ୍ଡପ ଅତି ପୁରାତନ ମଣ୍ଡପ । ଅତି ଆଡମ୍ବର ସହକାରେ ପ୍ରତିବର୍ଷ ପୂଜା କରାଯାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ  ଆଡମ୍ବର ସହକାରେ ପୂଜା କରାଯାଉ ନାହିଁ । ପୂର୍ବରୁ ଶହ ଶହ ଭକ୍ତଙ୍କ ଗହଳଚହଳରେ ମଣ୍ଡପ ପୂରି ଉଠୁଥିଲା । ଚଳିତ ବର୍ଷ ଭକ୍ତ ଶୂନ୍ୟ । କୁହାଯାଇପାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା