Before Header

ୱାର୍ଡ ନଂ ୪ରେ ସବିତା ମଲ୍ଲିକ ବିଜୟୀ

0 104

ଅତାବିରା(ବଡ଼ ଖବର ବ୍ୟୁରୋ): ଅତାବିରା ଏନଏସି ନିର୍ବାଚନ ଫଳାଫଳ । ୱାର୍ଡ ନଂ ୪ରେ ବିଜେଡି ବିଜୟୀ । ସବିତା ମଲ୍ଲିକ ୫୨୦ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସକୁ ମାତ୍ର ୮୫ ଭୋଟ ମିଳିଥିବା ବେଲେ ବିଜେଡିକୁ ୬୨୧ ଖଣ୍ଡ ଭୋଟ ମିଳିଛି । ଏବଂ ବିଜେପିକୁ ୧୦୧ ଖଣ୍ଡ ମିଳିଛି । ନୋଟାରେ ୨୨ ଭୋଟ ପଡ଼ିଛି । ସକାଳ ୮ରୁ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ଟେବୁଲରେ ଚାରି ରାଉଣ୍ଡ ଗଣତି ଚାଲିଛି । ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Leave A Reply

Your email address will not be published.