Masthead

ନିଷିଦ୍ଧାଞ୍ଚଳରୁ ଚୋରି

ଖଇରା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ କୁପାରୀ ପାହାଡ଼ରୁ ବେଆଇନ ପଥର ଚାଲାଣ ଅଭିଯୋଗରେ ୩ଟ୍ରାକ୍ଟର ଏବଂ ଚିପ୍ସ ନେଇ ଯାଉଥିବା ୨ଟ୍ରକକୁ ଖଇରା ପୋଲିସ ଜବତ କରିଛି।
କୁପାରୀ ପାହାଡ଼ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ଏହା ସତ୍ତେ୍ୱ ପ୍ରତ୍ୟେକ ଦିନ ବେଆଇନ ଭାବେ ଶହ ଶହ ଟ୍ରକରେ ପଥର ଏବଂ ମାଟି ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଆଜି ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ଏକ ପ୍ଲାଟୁନ ଫୋର୍ସ ନେଇ ଖଣି ଅଞ୍ଚଳରେ ପହଞ୍ଚି ୩ ପଥର ବୋଝେଇ ଟ୍ରାକ୍ଟର ସମେତ ଗୋଟିଏ ଚିପ୍ସ ବୋଝେଇ ଡମ୍ପର ଏବଂ ଗୋଟିଏ ମିନିଟ୍ରକକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଜବତ ହୋଇଥିବା ଡମ୍ଫର ଓଆର ୦୯ସି ୭୯୪୮ ଏବଂ ମିନିଟ୍ରକ ଓଡ଼ି ୦୧ଏକ୍ସ ୫୧୮୮ ନମ୍ବର ହୋଇଥିବା ବେଳେ ଟ୍ରାକ୍ଟର ୩ଟି ନମ୍ବର ବିହୀନ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ