କଙ୍ଗାରୁ ଦଳର ସିରିଜ ବିଜୟ

 

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିଲା ଭାରତ । ୩ଟିକିଆ ସିରିଜ୍‌କୁ ୨-୧ରେ କବଜା କରିଛି କଙ୍ଗାରୁ ଦଳ । ବର୍ଡର-ଗାଭାସ୍କର ଟ୍ରିଫର ଟେଷ୍ଟ ସିରିଜ୍‌କୁ ୧-୨ରେ ହାରିଥିବା କଙ୍ଗାରୁ ଟିମ ଦିନିକିଆରେ ଭାରତ ପାଖରୁ ପ୍ରତିଶୋଦ କେଇଛି । ଶେଷ ଦିନିକିଆକୁ ୨୧ ରନରେ ନିଜ ନାଁରେ କରରିଛି ଟିମ ଅଷ୍ଟ୍ରେଲିଆ। ନିର୍ଣ୍ଣାୟକ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୯ ରନ କରି ଅଲଆଉଟ ହୋଇଯାଇଥିଲା।

ଏହାର ଜବାବରେ ଭାରତୀୟ ଟିମ ସମସ୍ତ ୱିକେଟ ହରାଇ କେବଳ ୨୪୮ ରନ କରିବାକୁ ସକ୍ଷମ ହୋଇଛି।  ଅଷ୍ଟ୍ରେଲିଆ ପାଇଁ ଲେଗ ସ୍ପିନର ଆଡାମ ଜାମ୍ପା ଦମଦାର ବୋଲିଂ କରି ଭାରତୀୟ ବ୍ୟାଟିଂ ଲାଇନ ଅପ୍‌କୁ ଧରାଶାଇ କରିଦେଇଥିଲେ। ତାଙ୍କ ସହ ଅଷ୍ଟନ ଆଗର ଭରପୂର ସାଥ ଦେଇଛନ୍ତି। ଜାମ୍ପା ୪ଟି ୱିକେଟ ଦଖଲ କରିଥିବା ବେଳେ ଆଗରଙ୍କୁ ୨ଟି ସଫଳତା ମିଳିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ