Before Header

Breaking News

ବଡ଼ ଖବର ଏୟାରଟେଲରେ ଚ୍ୟାନେଲ ନଂ ୬୧୦ରେ ଉପଲବ୍ଧ ।
ଓରଟେଲରେ ଚ୍ୟାନେଲ ନଂ ୭୦୯ରେ ଉପଲବ୍ଧ ।
ଇଷ୍ଟର୍ଣ୍ଣ ମିଡ଼ିଆ ଡିଜିଟାଲରେ ଚ୍ୟାନେଲ ନଂ ୧୩୦ରେ ଉପଲବ୍ଧ ।
ଏହାସହ ରାଜ୍ୟର ପ୍ରମୁଖ କେବୁଲ ନେଟୱାର୍କରେ ଉପଲବ୍ଧ ।
ବଡ଼ ଖବର ଫ୍ରି ଟୁ ଏୟାର ।
ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ।
ଏହା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ।
ଓଡ଼ିଶାରେ ଏକମାତ୍ର ନିରପେକ୍ଷ ନ୍ୟୁଜ୍ ଚ୍ୟାନେଲ ।
ଯଦି ଆପଣ ବଡ଼ ଖବର ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁ । ଆଉ ବଡ଼ ଖବର ଦେବାକୁ ଦାବି କରନ୍ତୁ ।

ପୁଲିସ ବର୍ଦ୍ଦିରେ କଳଙ୍କର ଛିଟା

ବରଗଡ଼ (ବଡ଼ ଖବର): ରାତି ଅଧରେ ମହିଳା ପୋଲିସ ନନେଇ ସ୍ଥାନୀୟ ଟେଙ୍ଗରୀ ଗ୍ରାମର ଝସକେତନଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଜିନିଷପତ୍ର ଭଙ୍ଗା ରୁଜା କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା ।…
Read More...

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳଚିତ୍ର: ରୋଗୀସେବାରେ ମାତାଲ ସ୍ୱାସ୍ଥ୍ୟକର୍ମୀ

ସୋର: ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ରୋଗୀଙ୍କୁ ଦଇବ ସାହା । ରୋଗୀସେବା କରୁଛନ୍ତି ମାତାଲ ସ୍ୱାସ୍ଥ୍ୟକର୍ମୀ । ଡିୟ୍ୟୁଟି ସମୟରେ ଏଭଳି ବିକଳଚିତ୍ର ଦେଖିବାକୁ ମିଳୁଛି । ଅକ୍ସିଜେନ୍ ସିଲିଣ୍ଡର ବନ୍ଦକରି ସେ ଗୁରୁତର…
Read More...

ପୁଣି ଏକ ଗଣବଳତ୍କାର; ଡେଲିଭରି ବୟ ସାଜିଲେ ସଇତାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହଥରସ୍ ଗଣବଳତ୍କାର ମାମଲା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ଜାତୀୟ ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀ ଗୁରୁଗ୍ରାମ ଅଞ୍ଚଳରେ ୪ଜଣ ଡେଲିଭରି…
Read More...

କରୋନା ଗାଇଡ ଲାଇନକୁ ଫୁ କଲେ ଶତାଧିକ ଲୋକ

କରୋନା ମହାମାରୀକୁ ଅକ୍ତିଆର ଭିତରେ ରଖିବା ପାଇଁ ରାଜ୍ୟ ସରକାର କିଛି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି । ଗାଇଡ ଲାଇନକୁ ଜୋରଦାର ଓ ଅମାନିଆଙ୍କୁ ତାଗିଦ୍ କରିବା ପାଇଁ ପୋଲିସ ପ୍ରଶାସନକୁ ସରକାର ଦାୟିତ୍ଵ ମଧ୍ୟ ଦେଇଥିଲେ ।…
Read More...

ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ପାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ମୁଣ୍ଡ ନେଲା କରୋନା । ଆଜି ୧୫ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ୯୦୭ରେ ପହଁଚିଛି ମୃତ୍ୟୁ ସଂଖ୍ୟା । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ…
Read More...

ଲୁହରେ ଭିଜିଲା ବିଧାନସଭା

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ବିଜେଡିର ପିପିଲି ବିଧାୟକ,ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି । ଆଜି ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକ ଦଳ ନେତା ତଥା…
Read More...

‘ପ୍ରଦୀପ ମହାରଥୀ ଅମର ରହେ’ଧ୍ୱନିରେ କମ୍ପିଲା ପିପିଲି

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ପିପିଲି ନିର୍ବାଚନମଣ୍ଡଳୀକୁ ବିଜେଡିର ଗଡରେ ପରିଣତ କରିଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁରେ ଦଳୀୟ କର୍ମୀ, ନେତା ଓ ସାଧାରଣ ଜନତା ଭାଙ୍ଗି ପଡିଛନ୍ତି । ତାଙ୍କ ପାର୍ଥିବ ଶରୀରକୁ…
Read More...

ଚିନ୍ତା ବଢାଉଛି ଖୋର୍ଦ୍ଧା, ୬୩୮ ପଜେଟିଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ରାଜ୍ୟରେ ଆଜି ପୁଣି ୩୩୨୬ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୬୮ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୧୯,…
Read More...

ବିଶାଳ ଟ୍ରାକ୍ଟର ରାଲିରେ ସାମିଲ ହେବେ ରାହୁଲ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଆଜି ପଞ୍ଜାବରେ ହେବାକୁ ଥିବା ଏକ ବିଶାଳ ଟ୍ରାକ୍ଟର ରାଲିରେ ଯୋଗଦେବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ହଜାର ହଜାର କୃଷକଙ୍କ ସହ ପାଞ୍ଚ ହଜାର…
Read More...

ଦିନକରେ ଦେଶରେ କରୋନା ରୋଗୀଙ୍କ ମୃତ୍ୟୁ ୯୪୦

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢିବାରେ ଲାଗିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତର ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ ସର୍ବାଧିକ । ଆଜି ଗୋଟିଏ ଦିନରେ ଦେଶରେ ୭୫,୮୨୯ ଆକ୍ରାନ୍ତ ଚିହ୍ନଟ…
Read More...