Masthead

କେମିକାଲ ରଙ୍ଗରୁ ଦୂରେଇ ରହି ହର୍ବାଲ ରଙ୍ଗକୁ ଆପଣାନ୍ତୁ

କେମିତି କରିବେ ହର୍ବାଲ ରଙ୍ଗର ପ୍ରସ୍ତୁତି ଜାଣନ୍ତୁ...

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେମିକାଲଯୁକ୍ତ ରଙ୍ଗ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏଥିରେ ହୋଲି ଖେଳିଲେ କାହାର ତ୍ୱଚାର ଇନଫେକ୍ସନ ହୁଏ ତ କାହାର ଆଖି ଜଳା ପୋଡ଼ା ହୁଏ । ତା ଛଡ଼ା ଏହି ରଙ୍ଗ ସହଜରେ ଦେହରୁ ଛାଡ଼ି ବି ନଥାଏ । ସେଥିପାଇଁ ଏବେ ଲୋକଙ୍କ ଭିତରେ ହର୍ବାଲ ରଙ୍ଗର ଚାହିଦା ବଢୁଥିବା ଦେଖିବାକୁ ମିଳିଛି । କାରଣ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ନଥାଏ । ମାର୍କେଟରେ ତ ହୋଲିର ରଙ୍ଗ ଅନେକ ମିଳିଥାଏ । କିନ୍ତୁ ଆପଣ ଚାହିଁଲେ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀରୁ ଘରେ ବସି ସହଜରେ ଏହାକୁ ତିଆରି କରିପାରିବେ । ତେବେ କେମିତି ଘରେ ବସି ଏହି ହର୍ବାଲ ରଙ୍ଗ ତିଆରି କରିବେ ଜାଣନ୍ତୁ-

ହଳଦୀ,ବେସନ ଓ ଚନ୍ଦନ ପାଉଡ଼ର ମିଶାଇ ଏହାକୁ ସୁବାସ ଯୁକ୍ତ ପାଉଡ଼ର ରୂପେ ପ୍ରସ୍ତୁତ କରିପାରିବେ । ଗେଣ୍ଡୁଫୁଲ, କମଳା ଚୋପାରୁ କମଳା ରଙ୍ଗ ହୋଇପାରିବ । ସେହିପରି ମେହେନ୍ଦି , ନିମ୍ବ ପତ୍ର, ପାଳଙ୍ଗ,ପୁଦିନା ପତ୍ର ବାଟି ସବୁଜ ରଙ୍ଗ , ଡ଼ାଳିମ୍ବ ଓ ବିଟ ରସରେ ନାଲି ରଙ୍ଗ, ମଇଦା କିମ୍ବା ଚାଉଳ ଗୁଣ୍ଡକୁ ଧଳା ରଙ୍ଗ ଭାବେ ବ୍ୟବହାର କରାଯାଇପାରିବ । ଏହା ତ୍ୱଚାର ପାଇଁ ଉପକାରୀ ଓ ଶରୀରକୁ ସୁରକ୍ଷିତ ରଖିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ