Masthead

ବାବିଲ ଖାନଙ୍କ ଦ୍ୱିତୀୟ ଫିଲ୍ମ ‘ଫ୍ରାଇଡେ ନାଇଟ ପ୍ଲାନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଫିଲ୍ମ ‘କଲା’ରୁ ନିଜର କ୍ୟରିୟରର ଆରମ୍ଭ କରିଥିବା ଇରଫାନ ଖାନଙ୍କ ପୁତ୍ର ବାବିଲ ଖାନ ଅତି ଶୀଘ୍ର ନିଜର ଦ୍ୱିତୀୟ ଫିଲ୍ମ ସହ ପୁଣି ଫେରୁଛନ୍ତି । ବାବିଲଙ୍କ ଆଗାମୀ ଫୀଲ୍ମର ନାମ ‘ଫ୍ରାଇଡେ ନାଇଟ ପ୍ଲାନ’ ରହିଛି । ଫିଲ୍ମର ଆନାଉନ୍ସମେଣ୍ଟ ଭିଡିଓ ପ୍ରକାଶ ପାଇଛି, ଯାହାକୁ ଦେଖି ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଥିବା ଜଣା ପଡୁଛନ୍ତି ।

ଏହା ଏକ କମେଡି-ଡ୍ରାମା ଫିଲ୍ମ ହେବ ବୋଲି ମଧ୍ୟ କୁହାଯାଉଛି । ୪ ଅଗଷ୍ଟରେ ନେଟଫ୍ଲିକ୍ସ ଇଣ୍ଡିଆ ନିଜ ଅଫିସିଆଲ ଆକାଉଣ୍ଟରେ ଏହି ଫିଲ୍ମର ଆନାଉନ୍ସମେଣ୍ଟ କରିଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଟ୍ରେଲରରେ ଦୁଇ ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବାକୁ ମିଳିଛି ଏବଂ ରୋମାନ୍ସ, ଡ୍ରାମା ଓ ମନୋରଞ୍ଜନ ମଧ୍ୟ ଦେଖିବାକୁ ମିଳିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ