Masthead

ଛୁଟିଲା ‘ବଡ଼ ଖବର’କୁ ସହଯୋଗର ସୁଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ମିଡିଆ ଜଗତରେ ଏକ ଆନ୍ଦୋଳନ । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହାନ । ଲୋକପ୍ରିୟ ଟିଭି ଚ୍ୟାନେଲର କର୍ମକର୍ତ୍ତାମାନେ ସାଧାରଣ ଲୋକଙ୍କ ପାଇଁ ଯାହା ଚିନ୍ତା କରି ନଥିଲେ, ‘ବଡ଼ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଘୋଷଣା କରି ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ତାଙ୍କ ଯୁଗାନ୍ତକାରୀ ପଦକ୍ଷେପ ମିଡିଆ ଜଗତରେ ଆଲୋଡନ ସୃଷ୍ଟି କରିଛି ।

‘ବଡ଼ ଖବର’ର ବଡ଼ ଘୋଷଣା ଅନେକଙ୍କୁ ପ୍ରଭାବିତ କରିଛି । ଓଡ଼ିଶାର ସାମ୍ବାଦିକମାନଙ୍କ ସହାୟତା ପାଇଁ ‘ବଡ଼ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କରିଥିବା ବଡ଼ ଘୋଷଣାରେ ଅତ୍ୟନ୍ତ ଖୁସି ହୋଇ ଭଏସ ଅଫ ଭିକଟିମ ଚାରିଟେବଲ ଟ୍ରଷ୍ଟର ଅନରାରୀ ଆଡ଼ଭାଇଜର ତଥା ପିଏନବି ମେଟଲାଇଫ ଇନ୍ସୁରାନ୍ସ କମ୍ପାନୀ ଓଡ଼ିଶାର ରେଜିଓନାଲ ମ୍ୟାନେଜର ସୁବାସ କୁମାର ପଣ୍ଡା ‘ବଡ଼ ଖବର’ର ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡକୁ ତିନି ହଜାର ଟଙ୍କା ଦାନ କରିଛନ୍ତି।

ପ୍ରକାଶ ଥାଉକି ଭଏସ ଅଫ ଭିକଟିମ ଏକ ଚାରିଟେବଲ ଟ୍ରଷ୍ଟ, ଯିଏକି ସମାଜରେ ନ୍ୟାୟ ପାଇବା ପାଇଁ ସଂଗ୍ରାମ କରୁଥିବା କିମ୍ବା ଠକେଇର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ