Masthead

ବ୍ରୋଞ୍ଜ ପାଇଁ ଲଢିବେ ବଜରଙ୍ଗ ପୁନିଆ

(ବଡ଼ ଖବର ବ୍ୟୁରୋ): ଆଜି ବ୍ରୋଞ୍ଜ ପାଇଁ ଲଢିବେ ବଜରଙ୍ଗ ପୁନିଆ । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ରେସଲିଂ ରିଙ୍ଗକୁ ଓହ୍ଲାଇବେ । ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ଲଢିବେ ବଜରଙ୍ଗ ପୁନିଆ । ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ରେସଲର୍ ନିରାଶ କରିଥିଲେ।

ଆରମ୍ଭରୁ ବଜରଙ୍ଗ ଗୋଟିଏ ପଏଣ୍ଟ ହାସଲ କରିନେଇଥିଲା। କିନ୍ତୁ ଏହା ପରେ ଆଜରବାଇଜନ୍ ପ୍ରତିଦ୍ୱନ୍ଦ୍ୱୀ ଲଗାତର ଦୁଇ ପଏଣ୍ଟ ଲେଖାଏ ହାସଲ କରିନେଇଥିଲା। ଏଥିସହ ପ୍ରଥମ ପିରିୟଡ୍ ଶେଷ ସୁଦ୍ଧା ହାଜି ଅଲିୟେଭ ୪-୧ରେ ଆଗୁଆ ରହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ