Masthead

ଟିକେଟ ଦ୍ଵନ୍ଦ୍ୱରେ ପଡିପାରୁନି ପୂର୍ଣ୍ଣଚ୍ଛେଦ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଘାରିଛି ପରାଜୟର ଭୟ । ବାଲେଶ୍ୱର ୮ ଟି ବିଧାନସଭା ଆସନରୁ ତିନୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ହାତ ଗୋଟାଇ ବସିଛି ବିଜେଡି । ଏଯାଏଁ ୫ ଟି ଆସନରେ ପ୍ରାର୍ଥୀ ଦେଇ ପାରୁନି ବିଜେଡି । ପୁରୁଣା ଚେହେରା ଉପରେ ଦଳ ସୁପ୍ରିମୋଙ୍କ ପାଉନି ଭରସା ।

ବାଲେଶ୍ୱର ସଦର, ସିମୁଳିଆ, ନୀଳଗିରି , ରେମୁଣା ଭୋଗରାଇ ଭଳି ଆସନରେ କାହାକୁ ପ୍ରାର୍ଥୀ କରି ମଇଦାନକୁ ଛାଡ଼ିବ ଚିନ୍ତାରେ ବିଜେଡି । ଏହି ୫ ଆସନରେ ଆଶାୟୀ ଅନେକ୍ । ଯାହାକି ଦଳରେ ବଢି ଚାଲିଛି ଦ୍ୱନ୍ଦ୍ୱ । ଟିକେଟ ଦ୍ଵନ୍ଦ୍ୱରେ ପଡିପାରୁନି ପୂର୍ଣ୍ଣଚ୍ଛେଦ । ଦଳ ଛାଡ଼ି ପାରନ୍ତି ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ