Masthead

ହୋଲି ଆସିଛି ହେଲେ ରଂଗ ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସବୁଥର ପରି ଏଥର ବି ଆସିଛି ରଂଗର ପର୍ବ ହୋଲି । ବସନ୍ତର ମୃଦୁ ମଳୟରେ ରଂଗ ଅବିରରେ ରଙ୍ଗେଇ ହୋଇ ସମସ୍ତଙ୍କୁ ପ୍ରେମର ଫାସରେ ଆବଦ୍ଧ କରିବାର ପର୍ବ ହୋଲି । ଇନ୍ଦ୍ରଧନୁର ସାତ ରଂଗପରି ଜୀବନରେ ଅନେକ ରଂଗ ଭରି ରହିଛି । ହୋଲି ପର୍ବ ଜୀବନର ସେହିସବୁ ରଂଗକୁ ମନେପକରିଦିଏ । ହେଲେ ଏଥର ହୋଲି ଆସିଛି କିନ୍ତୁ ରଂଗ ନାହିଁ । କୋଭିଡ ମହାମାରି ଯେମିତି ସବୁ ରଂଗକୁ ବେରଂଗ କରିଦେଇଛି ।

ଯଦିଓ ଗତବର୍ଷ ମହାମାରୀ ଦେଶକୁ ମାଡ଼ିଆସିବା ପୂର୍ବରୁ ହୋଲିର ରଂଗ ଖେଳ ସୁରୁଖୁରୁରେ ସରିଯାଇଥିଲା କିନ୍ତୁ ଏଥର ହୋଲି ଆସିଛି ହେଲେ ଭାଇଚାରା ଓ ରଂଗର ପର୍ବ ପାଳିବାରେ କଟକଣା ଲାଗିଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମର ଜେନାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୋଭିଡ-୧୯ ବ୍ୟାମିବାର ଆଶଙ୍କା ଥିବାରୁ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ହୋଲିରେ ଲୋକଙ୍କ ଗହଳି ଓ ସାସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ