Masthead

ବାଲେଶ୍ୱର ସଦର ଆସନକୁ ବିଜେଡି ହାତରୁ ଛଡ଼ାଇ ନେବାକୁ ବିଜେପିର ଉଦ୍ୟମ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବାଲେଶ୍ୱର ସଦର ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଚଳାଇଛି ଜୋରଦାର୍ ପ୍ରଚାର ପ୍ରସାର । ସଦର ଆସନକୁ ଗତ ୨୦୨୧ ବାଇ ଇଲେକ୍ସନରେ ବିଜେପି ହାତରୁ ବିଜେଡି ଛଡ଼ାଇ ନେଇଥିବା ପ୍ରତିଶୋଧ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ କରୁଛନ୍ତି ବଡ଼ କସରତ । ନିର୍ବାଚନମଣ୍ଡଳିରେ ପୂର୍ବ ଅପେକ୍ଷା ବିଜେଡି ପୂର୍ବତନ ବିଧାୟକ ସ୍ଵରୂପ କୁମାର ଦାସଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ବାଇ ଇଲେକ୍ସନରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଆସି ଯେଉଁ ସ୍ଵପ୍ନ ଦେଖାଇଥିଲେ ଯାହାକୁ ସଦରବାସୀ ଏଯାବତ୍ ଭୁଲି ନାହାନ୍ତି ।

ଯାହା ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସଙ୍କ ପାଇଁ ବଡ଼ ଚାଲେଞ୍ଜ । ବିଜେପି ପ୍ରାର୍ଥୀ ମାନସ ଓ ତାଙ୍କ ସମର୍ଥକ ମାନେ ଗାଁ ଗାଁ ବୁଲି ନିଜ ଭୋଟ୍ ବ୍ୟାଙ୍କ ବାଢାଇବା ସହ କଂଗ୍ରେସ ଓ ବିଜେଡି ଛାଡୁଥିବା ନେତା କର୍ମୀଙ୍କୁ ବିଜେପିରେ ସାମିଲ୍ କରି ଦଳକୁ ସଶକ୍ତ କରିବାକୁ ଆଦୌ ହାତ ଛଡ଼ା କରୁନାହାନ୍ତି । ସେପଟେ ବିଜେଡି ଉପରୁ ଲୋକଙ୍କ ଆସ୍ଥା ବିଶ୍ବାସ ତୁଟୁ ଥିବା ବେଳେ ବାଲେଶ୍ୱର ସଦର ବିଜେଡିର ଗୋଷ୍ଠୀ କନ୍ଦଳ ଦଳର ପ୍ରାର୍ଥୀ ସ୍ଵରୂପ ଦାସଙ୍କୁ ଅଡୁଆରେ ପକାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି