Masthead

ବର୍ଷା ପାଣି ନୁହେଁ ତ କୃତ୍ରିମ ନଦୀ

ବାଙ୍କୀ (ବଡ଼ ଖବର ବ୍ୟୁରୋ): କାଳବୈଶାଖୀର ପ୍ରଭାବ । ବେହାଲ ବାଙ୍କୀ ସହର । ବର୍ଷା ପାଣି ଜମାଟ ନେଇ ସୃଷ୍ଟି ହୋଇଛି କୃତିମ ବନ୍ୟା ପରିସ୍ଥିତି । ବର୍ଷା ଜଳ ନିଷ୍କାସକ ସାଙ୍ଗକୁ ସ୍ଥାୟୀ ସମାଧାନ ପାଇଁ ଦାବି ଜୋର ଧରିଲା । କାଳବୈଶାଖୀ ପ୍ରଭାବରେ ବେହାଲ ରହିଛି କଟକ ଜିଲ୍ଲାର ବାଙ୍କୀ ସହର । ବାଙ୍କୀ ସହରରୁ ଖୋର୍ଦ୍ଧାକୁ ସଂଯୋଗ କରିଥିବା ମୁଖ୍ୟ ରାଜ୍ୟ ରାଜପଥ ଉପରେ ଏବେ ଅଟକିଛି ଆଣ୍ଠିଏ ଉଚ୍ଚର ବର୍ଷା ଜଳ ।

ସୃଷ୍ଟି କରୁଛି କୃତ୍ରିମ ନଦୀର ଭ୍ରମ । ଯେଉଁଥିପାଇଁ ଜନଜୀବନ ବେହାଲ ରହିଛି । ସେପଟେ ଜଳ ନିଷ୍କାସନ ପାଇଁ ସାଧାରଣରେ ଦାବି ଧରିଛି । ଅନ୍ୟପଟେ ସ୍ଥାନୀୟ କାଉନସିଲର ରାଜେନ୍ଦ୍ର ମହାପାତ୍ର କହିଛନ୍ତି ତୁରନ୍ତ ବର୍ଷା ଜଳ ନିଷ୍କାସନ ପାଇଁ କରାଯାଉଛି ବ୍ୟବସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା