Before Header

ପୁଣି ସାମ୍ନାକୁ ଆସିଲା ବିଜେଡିର ଗୋଷ୍ଠୀ କନ୍ଦଳ

0 1,162

ବାରିପଦା (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ବିଜେଡିର ଗୋଷ୍ଠୀ କନ୍ଦଳ । ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନମଣ୍ଡଳୀରେ ବିଜେଡିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କୁ ବିରୋଧ । ବେତନଟୀ ଧର୍ମଶାଳାରେ ଏକତ୍ରିତ ହେଲେ ବିଜୁ ଜନତା ଦଳର ୨ହଜାରରୁ ଅଧିକ କର୍ମୀ ଓ ବରିଷ୍ଠ ନେତା ।

ଆଗାମୀ ନିର୍ବାଚନରେ ବିଜେଡିର ପୂର୍ବତନ ବିଧାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ । ୪୫ଟି ପଞ୍ଚାୟତର ବିଜେଡି କର୍ମୀ କଲେ ବିରୋଧ । ଆଗାମୀ ନିର୍ବାଚନରେ ଗଣେଶ୍ୱର ପାତ୍ରଙ୍କ ପ୍ରଥିତ୍ଵକୁ ଖୋଲାଖୋଲି ବିରୋଧ । ପୂର୍ବରୁ ଜାନୁୟାରୀ ମାସରେ ମଧ୍ୟ ଦୁଇ ଦୁଇ ଥର ସଭା କରି କରାଯାଇଥିଲା ବିରୋଧ।

Leave A Reply

Your email address will not be published.