Masthead

ବାପାର ମୁଣ୍ଡ କାଟିଲା ପୁଅ

ବାରିପଦାରେ (ବଡ଼ ଖବର ବ୍ୟୁରୋ): ବାରିପଦାରେ ଚାଞ୍ଚଲ୍ୟ । ଚାନ୍ଦୁଆ ଥାନା ଚାନ୍ଦୁଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହତ୍ୟା ପରେ ମୁଣ୍ଡ କାଟିନେଲା ପୁଅ । ମୁଣ୍ଡ କାଟି ହତ୍ୟା ପରେ ମୁଣ୍ଡ ଧରି ଚମ୍ପଟ ମାରିଲା ସାନ ପୁଅ । ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା । ପାରିବାରିକ କଳହରୁ ହତ୍ୟାକାଣ୍ଡ, ଘଟଣାସ୍ଥଳରେ ପୋଲିସର ତନାଘନା । ସୂଚନା ଅନୁସାରେ ବିଳମ୍ୱିତ ରାତିରେ ବାପା ଓ ପୁଅ ମଧ୍ୟରେ ହୋଇଥିଲା ବଚାସା।

ପାରିବାରିକ ଅଶାନ୍ତି ନେଇ ବିଳମ୍ୱିତ ରାତିରେ ବାପାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ପୁଅ। ମୃତ ବ୍ୟକ୍ତି ହେଉଛନ୍ତି ଚାନ୍ଦୁଆ ଗ୍ରାମର ବାଇଧର ସିଂ। ହତ୍ୟାକାରୀ ପୁଅ ଶମ୍ଭୁନାଥ ସିଂ। ଚାନ୍ଦୁଆ ପୋଲିସ କଟା ମୁଣ୍ଡ ଓ ଧାରୁଆ ଅସ୍ତ୍ରକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଚାନ୍ଦୁଆ ପୋଲିସ। ବାପାଙ୍କୁ ହତ୍ୟା କରି କଟା ମୁଣ୍ଡାଙ୍କୁ ବ୍ୟାଗରେ ପୁରାଇ, ହାତରେ ଧରି ଥାନାକୁ ଚାଲି ଚାଲି ଗଲା ଅଭିଯୁକ୍ତ ପୁଅ। ଗ୍ରାମରେ ଶୋକାକୁଳ ପରିବେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି