Masthead

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପକ୍କା ଘର

ଖଣ୍ଡପଡ଼ା(ବଡ଼ ଖବର ବ୍ୟୁରୋ): ଗରିବ ଅସହାୟଙ୍କ ପାଇଁ ଉଦ୍ଧିଷ୍ଟ ଆବାସ ଯୋଜନା ପାଲଟିଛି ପ୍ରହସନ। ଅଯୋଗ୍ୟ ହିତାଧିକାରୀ କଳବଳ କୌଶଳେ ଏହାକୁ ହାତେଇ ନେଉଥିବା ବେଳେ ପ୍ରକୃତ ହିତାଧିକାରୀ ପଡ଼ୁଛନ୍ତି ବାଦ୍। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆ ପଲ୍ଲୀ ପଞ୍ଚାୟତ ପୁରୁଷୋତ୍ତମ ପ୍ରସାଦର ସୁରେଶ ଚନ୍ଦ୍ର ନାୟକ ଓ ଅନୁସୟା ନାୟକଙ୍କ ପରିବାର କ୍ଷେତ୍ରରେ ।

୨୦୧୮ ମସିହାରୁ ସ୍ଥାନିୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ, ବିଧାୟକ ଓ ମୁଖ୍ୟମନ୍ତ୍ରୀ ପର୍ୟ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ଆଶ୍ଵାସନା ପରେ ଆଶ୍ଵାସନା ମିଳୁଛି ହେଲେ ମିଳୁନି ଆବାସ । ପରିତ୍ୟକ୍ତ ଘରେ ପରିବାର ବାସ କରୁଥିବା ବେଳେ ଦୁଃଖ ବଖାଣି ଛନ୍ତି ସୁରେଶ ଙ୍କ ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ