ଭୋଗରାଇ ବ୍ଲକ କର୍ମଚାରୀଙ୍କ ଦାଦାଗିରି, ବିଡିଓ କାହିଁକି ଆସିନାହାନ୍ତି ପଚାରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ବଡ଼ ଖବରରାଜ୍ୟ By Bada Khabar Bureau Last updated Nov 14, 2023 Share FacebookTwitterWhatsAppEmailTelegramPrint Related Posts ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ ଭୋଗରାଇ(ବଡ଼ ଖବର ବ୍ୟୁରୋ): ଭୋଗରାଇ ବ୍ଲକ କର୍ମଚାରୀଙ୍କ ଦାଦାଗିରି । ବଡ଼ ଖବର ପ୍ରତିନିଧିଙ୍କୁ ଆକ୍ରମଣ କଲେ ବିଡିଓଙ୍କ ଲୋକ । ସାମ୍ବାଦିକଙ୍କୁ ମାରିଦେବାକୁ ଧମକ । ବିଡିଓ କାହିଁକି ଆସିନାହାନ୍ତି ପଚାରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କଲେ କର୍ମଚାରୀ । Share