Masthead

ତାତିରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ତାତିରେ ଅସ୍ତବ୍ୟସ୍ତ ରାଜଧାନୀବାସୀ । ସକାଳ ସାଢ଼େ ୮ ସୁଦ୍ଧା ରାଜଧାନୀ ୩୫ ଡ଼ିଗ୍ରୀ ପାର । ରାଜଧାନୀର ଆଦ୍ରତା ୫୪ ପ୍ରତିଶତ ରେକର୍ଡ । ସେହିପରି ଝାରସୁଗୁଡ଼ା ୩୬.୬ ଡ଼ିଗ୍ରୀ, ସମ୍ବଲପୁର ୩୬.୬ ଡ଼ିଗ୍ରୀ, ହୀରାକୁଦ ୩୫.୮ ଡ଼ିଗ୍ରୀ, ପୁରୀ ୩୪ ଡ଼ିଗ୍ରୀ, ଚାନ୍ଦବାଲି ୩୪ ଡ଼ିଗ୍ରୀ, କେନ୍ଦୁଝର ୩୩ ଡ଼ିଗ୍ରୀ, ପାରାଦୀପ ୩୨.୮ ଡ଼ିଗ୍ରୀ, ବାଲେଶ୍ୱର ୩୨.୪ ଡ଼ିଗ୍ରୀ, ଗୋପାଳପୁର ୩୧.୬ ଡ଼ିଗ୍ରୀ ରେକର୍ଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ