ଦର୍ପଦଳନ ରଥ ଅଖରେ ଫାଟ ଜିଲ୍ଲାପୁରୀ By Bada Khabar Bureau Last updated Jun 17, 2023 Share FacebookTwitterWhatsAppEmailTelegramPrint ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ୨ ଦିନ ଥିବାଳେଳେ ସୁଭଦ୍ରାଙ୍କ ରଥ ଅଖରେ ଫାଟ । ସୁଭଦ୍ରାଙ୍କ ଦର୍ପଦଳନ ରଥର ଉଛୁଳା ଅଖରେ ଫାଟ ଦେଖାଦେଇଛି । Related Posts ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା ଫାଟ ଲୁଚାଇବାକୁ ବଟମ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି । ଫାଟ ଥିବାରୁ ଅଖ ଦୁର୍ବଳ ଥିବା ଜଣାପଡିଛି । Share