Masthead

ବ୍ଲକ ଚେୟାରମ୍ୟାନ-ବିଡିଓଙ୍କ ବିରୋଧରେ ଅଭିଯୋଗ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ବ୍ଲକ ଚେୟାରମ୍ୟାନ ଓ ବିଡିଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ୧୦ ସମିତି ସଭ୍ୟ ସଭ୍ୟା ଓ ଭାଏସ ଚେୟାରମ୍ୟାନ । ଦାବି ପୂରଣ ନହେଲେ ବ୍ଲକ ଘେରାଉ ଓ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ପଞ୍ଚାୟତ ସମିତି ବୈଠକ କରାନଯିବା । ପଞ୍ଚାୟତ ସମିତିର ବାର୍ଷିକ ଆୟବ୍ୟୟ ବଜେଟ ବିଷୟରେ ସମିତି ସଭ୍ୟ ସଭ୍ୟାମାନଙ୍କୁ ଅନ୍ଧାରରେ ରଖି ଚେୟାରମ୍ୟାନ ଓ ବିଡିଓ ମାନମୁଖୀ କାର୍ଯ୍ୟ ସମ୍ପାଦନ କରିବା ।

ସମିତି ସଭ୍ୟ ସଭ୍ୟା ଦେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ପ୍ରସ୍ତାବକୁ ଜାଣିଶୁଣି ଅଣଦେଖା କରିବା,ସିଏଫସି ଓ ଏସଏଫସି ସ୍କିମରେ ପାସ ହୋଇଥିବା ପ୍ରକଳ୍ପକୁ ଜାଣିଶୁଣି ବିଳମ୍ବ କରିବା, ଭାଏସ ଚେୟାରମ୍ୟାନଙ୍କୁ ତାଙ୍କ ଦାୟିତ୍ୱରୁ ବଞ୍ଚିତ କରିବା, ବିଡିଓ ମାସକୁ ୨ରୁ ୩ଥର କାର୍ଯ୍ୟାଳୟକୁ ଆସିବା ତଥା ବିଡିଓ ହେଡକ୍ବାଟରେ ରହୁ ନାହାନ୍ତି। ଏଭିଳ ବହୁ ସାଂଘାତିକ ଅଭିଯୋଗ ଆଣିଛନ୍ତି ସମିତି ସଭ୍ୟମାନେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା