Masthead

ପାକିସ୍ତାନକୁ ବଡ ଝଟକା; ଟିମର ହେଡ କୋଚ ଦେଲେ ଇସ୍ତଫା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକ୍ଟୋବରରେ ହେବାକୁଥିବା ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା ଲାଗିଛି । ଟିମର ହେଡ୍ କୋଚ୍ ମିସବା-ଉଲ୍-ହକ୍ ଓ ବୋଲିଂ କୋଚ୍ ୱାକର ୟୁନିସ୍ ଚୟନ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ମାସକ ପରେ ଟି-୨୦ ମ୍ୟାଚ୍ ଥିବାରୁ ପାକିସ୍ତାନ ପାଇଁ ଏକ ବଡ କ୍ଷତିକାରକ ହୋଇପାରେ ବୋଲି ସୂଚନା ମିଳିଛି । ହଠାତ୍ ଏକା ସାଙ୍ଗରେ ଦୁଇ ଜଣଙ୍କ ଇସ୍ତଫା ନେଇ ଏବେ ପ୍ରଶ୍ନ ଉଠୁଛି ।

ମିସବାଙ୍କ କହିବା ଅନୁଯାୟୀ,୨୪ମାସ ଧରି ବାୟୋ-ବବଲ୍ ପରିବେଶରେ ରହିବା ଯୋଗୁ ସେ ତାଙ୍କ ପରିବାରକୁ ସମୟ ଦେଇପାରୁନାହାଁନ୍ତି । ଯଦିଓ କୋଚ ପଦରୁ ଇସ୍ତଫା ଦେବା ସହଜ ନୁହେଁ କିନ୍ତୁ ସେ ଆଗୁଆ ହେବାକୁ ଥିବା ମ୍ୟାଚ ଖେଳିବା ପାଇଁ ପ୍ରସ୍ତତ ନାହାଁନ୍ତି ବୋଲି ମିସବା କହିଛନ୍ତି । ମିସବା ଓ ୱାକରଙ୍କ ଇସ୍ତଫା ପରେ ସେମାନଙ୍କ ସ୍ଥାନରେ ପୂର୍ବତନ ସ୍ପିନର ସକଲେନ୍ ମୁସ୍ତାକ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କୁ ନ୍ୟୁଜଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଅନ୍ତରୀଣ କୋଚ୍ କରାଯାଇଛି ।

ମିସବାଙ୍କ ଇସ୍ତଫା ଦେବା ପଛରେ ଅନ୍ୟ କିଛି କାରଣ ଥିବା ନେଇ ସନ୍ଦେହ କରାଯାଉଛି । କୁହାଯାଉଛି ଯେ ପିସିବିର ଚେୟାରମ୍ୟାନ ରମୀଜ ରାଜାଙ୍କ ସହ ମିସବା ଓ ୱାକରଙ୍କ ସମ୍ପର୍କ ଭଲ ନାହିଁ । ଯେଉଁଥିପାଇଁ ଉଭୟ ଦଳରୁ ଇସ୍ତଫା ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା