Masthead

ଓଡ଼ିଶାରେ ବିଜେଡିର ସଂଗଠନ ସୁଦୃଢ଼ ଅଛି: ସୁଶାନ୍ତ ସିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅମିତ ଶାହଙ୍କ ଓଡିଶା ଗସ୍ତ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ଅମିତ ଶାହ କେନ୍ଦ୍ର ସରକାରରେ ଗୃହ ମନ୍ତ୍ରୀ ଅଛନ୍ତି । ତେଣୁ ସରକାରୀ କାର୍ଯ୍ୟକ୍ରମରେ ଆସି ପାରିବେ ଓ ଆଲୋଚନା ବି କରି ପାରିବେ । ରାଜ୍ୟରେ ନକ୍ସଲ ପ୍ରଭାବ କମିଛି ସେ ନେଇ କାର୍ଯ୍ୟକ୍ରମ ରହିଛି । ସେହିପରି ଓଡ଼ିଶାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବି ରହିଛି ।

ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇପାରେ । ଓଡ଼ିଶାରେ ବିଜେଡିର ସଂଗଠନ ସୁଦୃଢ଼ ଅଛି । ଏକାକୀ ଭାବେ ଆମେ ତିନିଥର ନିର୍ବାଚନ ଜିତିଛୁ । ତେଣୁ ଏଠି ମେଣ୍ଟର ଆବଶ୍ୟକତା ନାହିଁ । ବିନା ମେଣ୍ଟରେ ଆମେ ଅଧିକ ଲୋକସଭା ଓ ବିଧାନସଭା ସିଟ ଜିତିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ