Masthead

ତାଲିବାନ ସରକାରଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ହିବତୁଲ୍ଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିବାନର କ୍ରୁରତା ସାରା ବିଶ୍ୱବାସୀଙ୍କ ସାମ୍ନାରେ ଅଛପା ହୋଇ ରହି ନାହିଁ । ବର୍ତ୍ତମାନ ତାଲିବାନ ଆଉ ଏକ ବଡ ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ତାଲିବାନ ନେତା ହିବତୁଲ୍ଲାଙ୍କ ଇସାରାରେ ସମଗ୍ର ଦେଶ ଚାଲିବ ବୋଲି ସୂଚନା ମିଳିଛି । ଏହାର କେନ୍ଦ୍ର କନ୍ଦହାର ହେବାକୁ ଯାଉଛି । ଯାହାକୁ ତାଲିବାନୀମାନଙ୍କ ଗଡ ବୋଲି ମଧ୍ୟ କୁହାଯାଇଥାଏ । ତେବେ ହିବତୁଲ୍ଲା ଅଖୁଂଦଜାତା ଦୀର୍ଘ ସମୟ ଧରି ଏକ ସୁରକ୍ଷିତ ସ୍ଥାନରେ ରହିଆସୁଥିଲେ ।

ଏହା ସହ ସେ ଖୁବଶୀଘ୍ର ଦେଶ ଓ ବିଶ୍ୱ ସାମ୍ନାକୁ ଆସିବେ ବୋଲି କହିଥିଲେ । ଅପରପକ୍ଷେ ୨୦୧୬ରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ପୂର୍ବତନ ନେତା ଅଖତର ମାନସୁରଙ୍କ ମୃତ୍ୟୁ ହେବା ପରେ ହିବତୁଲ୍ଲାକୁ ଏହାର ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପଟେ ହିବତୁଲ୍ଲାଙ୍କ ବିଷୟରେ ଅଧିକ ସୂଚନା ନଥିବାରୁ ସରକାରଙ୍କ ମୁଖ୍ୟ ହେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ କୌଣସି ସୂଚନା ମିଳିପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା