Before Header

ବିଜେପି ପ୍ରକାଶ କଲା ବିଧାନସଭା ପ୍ରାର୍ଥୀ ତାଲିକା

0 2,808

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବିଜେପି ପ୍ରକାଶ କଲା ବିଧାନସଭା ପ୍ରାର୍ଥୀ ତାଲିକା । ୧୧୨ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି ।

ବିଧାନସଭା ପ୍ରାର୍ଥୀ ତାଲିକା:-

ପଦ୍ମପୁର-ଗୋବର୍ଦ୍ଧନ ଭୁଏ
ବିଜେପୁର-ସନତ କୁମାର ଗଡତିଆ
ବରଗଡ଼-ଅଶ୍ୱିନୀ କୁମାର ଷଡ଼ଙ୍ଗୀ
ଅତାବିରା(ଏସ ସି)-ନିହାର ରଞ୍ଜନ ମହାନନ୍ଦ
ଭଟଲି-ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜନଗର-ସୁରେଶ ପୂଜାରୀ
ଝାରସୁଗୁଡ଼ା-ଟଙ୍କଧର ତ୍ରିପାଠୀ
ତଳସରା(ଏସଟି)- ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼(ଏସଟି)-କୁସୁମ ଟେଟେ
ବୀରମିତ୍ରପୁର(ଏସଟି)-ଶଙ୍କର ଓରାମ
ରଘୁନାଥପାଲ୍ଲୀ(ଏସ ସି)-ଦୁର୍ଗାଚରଣ ତାଣ୍ଟି
ରାଜଗାଙ୍ଗପୁର (ଏସଟି)-ନରସିଂହ ମିଞ୍ଜ
ବଣାଇ (ଏସଟି)-ସେବତୀ ନାୟକ
କୁଚିଣ୍ଡା(ଏସଟି)-ରବିନାରାୟଣ ନାୟକ
ରେଙ୍ଗାଲି(ଏସ ସି)-ନାଉରୀ ନାୟକ
ସମ୍ବଲପୁର-ଜୟନାରାୟଣ ମିଶ୍ର
ରେଢ଼ାଖୋଲ-ଦେବେନ୍ଦ୍ର ମହାପାତ୍ର
ଦେଓଗଡ଼-ସୁବାସଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର(ଏସ ସି)-ଆଲୋକ କୁମାରସେଠୀ
କେଉଁଝର(ଏସଟି)-ମୋହନ ଚରଣ ମାଝୀ
ଯଶିପୁର(ଏସଟି)-ଗଣେଶରାମ ସିଂହ ଖୁଣ୍ଟିଆ
ଉଦଳା(ଏସଟି)- ଭାଷ୍କର ମଢ଼େଇ
ବଡ଼ସାହି(ଏସ ସି)-ସନାତନ ବିଜୁଳି
ବାରିପଦା(ଏସଟି)-ପ୍ରକାଶ ସୋରେନ୍
ମୋରଡ଼ା-କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର-ବ୍ରଜ ପ୍ରଧାନ
ବାଲେଶ୍ୱର-ମାନସ କୁମାର ଦତ୍ତ
ରେମୁଣା (ଏସ ସି)-ଗୋବିନ୍ଦ ଚନ୍ଦ୍ର ଦାସ
ସୋର(ଏସ ସି)- ରାଜେନ୍ଦ୍ର ଦାସ
ଶିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଦ୍ରକ-ସୀତାଂଶୁ ଶେଖର ମହାପାତ୍ର
ଧାମନଗର(ଏସ ସି)-ସୂର୍ଯ୍ୟବଂଶୀ ସୂରଜ
ଚାନ୍ଦବାଲି-ମନମୋହନ ସାମଲ
ବିଞ୍ଝାରପୁର(ଏସ ସି)– ବବିତା ମଲିକ୍
ବଡ଼ଚଣା- ଅମର ନାୟକ
ଧର୍ମଶାଳା- ସ୍ମୃତିରେଖା ପହି
ଯାଜପୁର- ଗୌତମ ରୟ
କୋରେଇ-ଆକାଶ ଦାଶ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷା ନଗର –ଶତୃଘ୍ନ ଜେନା
ପରଜଙ୍ଗ- ବିଭୂତି ଭୂଷଣ ପ୍ରଧାନ
ପାଳଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳନ୍ଦୀ ଚରଣ ସାମଲ
ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା(ଏସସି)- ଅଗସ୍ତି ବେହେରା
ଆଠମଲ୍ଲିକ-ସଞ୍ଜିବ ସାହୁ
ବୀରମହାରାଜପୁର(ଏସସି)-ରଘୁନାଥ ଜଗଦଲ
ସୋନପୁର- ପ୍ରମୋଦ ମହାପାତ୍ର
ଲୋଇସିଂହା(ଏସସି)-ମୁକେଶ ମହାଲିଙ୍ଗ
ପାଟଣାଗଡ଼- କନକବର୍ଦ୍ଧନ ସିଂହଦେଓ
ବଲାଙ୍ଗିର-ଗୋପାଲଜୀ ପାଣିଗ୍ରାହୀ
ଟିଟିଲା ଗଡ଼ -ନବୀନ ଜୈନ
କଣ୍ଟାବାଞ୍ଝି- ଲକ୍ଷ୍ମଣ ବାଗ୍
ନୂଆପଡ଼ା-ଅଭିନନ୍ଦନ କୁମାର ପଣ୍ଡା
ଖରିଆର- ହିତେଶ କୁମାର ବଗର୍ତ୍ତି
ଉମରକୋଟ୍(ଏସଟି)- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର(ଏସିଟି)- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼(ଏସଟି)-ରମେଶ ଚନ୍ଦ୍ର ମାଝୀ
ଜୁନାଗଡ଼-ମନୋଜ କୁମାର ମେହେର
ଧର୍ମଗଡ଼- ସୁଧୀର କୁମାର ପଟ୍ଟଯୋଶୀ
ଭବାନୀପାଟଣା(ଏସସି)-ପ୍ରଦୀପ୍ତ କୁମାର ନାୟକ
ନର୍ଲା- ଅନିରୁଦ୍ଧ ପ୍ରଧାନ
ବାଲିଗୁଡ଼ା(ଏସଟି)- କଳ୍ପନା କୁମାରୀ କହଁର
ଜି. ଉଦୟଗିରି(ଏସଟି)-ମାନଗୋବିନ୍ଦ ପ୍ରଧାନ
ଫୁଲବାଣି(ଏସଟି)- ଉମାଚରଣ ମଲ୍ଲିକ
କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ
ବୌଦ୍ଦ-ସରୋଜ ପ୍ରଧାନ
ବଡ଼ମ୍ବା- ସମ୍ବିତ ତ୍ରିପାଠୀ
ବାଙ୍କୀ-ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼-ଅଭୟ କୁମାର ବାରିକ
ଚୌଦ୍ୱାର(କଟକ) -ନୟନ କିଶୋର ମହାନ୍ତି
ନିଆଳି(ଏସସି)-ଛବି ମଲ୍ଳିକ
କଟକ ସଦର(ଏସସି)- ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା- ସୁମନ୍ତ କୁମାର ଘଡେଇ
ପାଟକୁରା-ତେଜେଶ୍ୱର ପରିଡ଼ା
ଆଳି-କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା-ଡ. ଦୁର୍ଗା ପ୍ରସନ୍ନ ନାୟକ
ପାରାଦୀପ-ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ(ଏସସି)-ରାଜକିଶୋର ବେହେରା
ନିମାପଡ଼ା-ପ୍ରଭାତୀ ପରିଡ଼ା
ପୁରୀ-ଜୟନ୍ତ କୁମାର ଷଡ଼ଙ୍ଗୀ
ବ୍ରହ୍ମଗିରି-ଉପାସନା ମହାପାତ୍ର
ସତ୍ୟବାଦୀ-ଓମ୍ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ(ଏସସି)-ଅରବିନ୍ଦ ଢାଲି
ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର(ଉତ୍ତର) – ପ୍ରିୟଦର୍ଶୀ ମିଶ୍ର
ଏକାମ୍ର(ଭୁବନେଶ୍ୱର)-ବାବୁ ସିଂହ
ଜଟଣୀ-ବିଶ୍ୱରଞ୍ଜନ ବଡ଼ଜେନା
ଚିଲିକା-ପୃଥ୍ୱୀରାଜ ହରିଚନ୍ଦନ
ରଣପୁର-ତାପସ ରଞ୍ଜନ ମାର୍ଥା
ଖଣ୍ଡପଡ଼ା-ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା(ଏସସି)-ରାଘବ ମଲ୍ଲିକ
ନୟାଗଡ଼-ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ
ଭଞ୍ଜନଗର- ପ୍ରଦୁ୍ୟମ୍ନ କୁମାର ନାୟକ
ପୋଲସରା-ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟ ନଗର-ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ୍(ଏସସି)-ପୂର୍ଣ୍ଣ ଚନ୍ଦ୍ର ନାୟକ
ଛତ୍ରପୁର(ଏସସି)- କୃଷ୍ଣ ଚନ୍ଦ୍ର ନାୟକ
ଆସ୍କା-ସରୋଜ କୁମାର ପାଢୀ
ସୋରଡ଼ା-ନୀଳମଣି ବିଷୋୟୀ
ହିଞ୍ଜିଳି-ଶିଶିର ମିଶ୍ର
ଗୋପାଳପୁର-ବିଭୂତି ଭୂଷଣ ଜେନା
ବ୍ରହ୍ମପୁର-କେ. ଅନିଲ କୁମାର
ଦିଗପହଣ୍ଡି-ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଞ୍ଜନ ଦ୍ୟାନସାମନ୍ତରାୟ
ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
ଗୁଣୁପୁର(ଏସଟି)- ତ୍ରିନାଥ ଗମାଙ୍ଗୋ
କୋରାପୁଟ(ଏସସି)-ରଘୁରାମ ମାଛ
ପଟାଙ୍ଗୀ(ଏସଟି)-ଚୈତନ୍ୟ ହଣ୍ଟାଳ
ମାଲକାନଗିରି (ଏସଟି)-ନରସିଂହ ମାଡ଼କାମୀ

Leave A Reply

Your email address will not be published.