Before Header

ଆନ୍ଧ୍ର ଆସି ଘର ବାଣ୍ଟିଲେଣି, ଆମେ କରୁଛୁ କ’ଣ: ସୁରେଶ ରାଉତରାୟ

0 61

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ କୋଟିଆ ନଯିବା ଲଜ୍ଜା ଜନକ । ଆନ୍ଧ୍ରାର ଉପମୁଖ୍ୟମନ୍ତ୍ରୀ ଆସି ଘର ବାଣ୍ଟିଲେଣି, ଜମି ଯୋଗାଇଲେଣି, ପିଇବା ପାଣି ଯୋଗାଇ ଲାଣି, ସ୍କୁଲ ଘର ଯୋଗାଇଲେଣି, ଆମ ମୁଖ୍ୟମନ୍ତ୍ରୀ ନଯିବା ଲଜ୍ଜା ଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ମୁଖ୍ୟମନ୍ତ୍ରୀ ସବୁଆଡେ ଯାଉଛନ୍ତି, ଦୋକାନ ଉଦଘାଟନ କରିବାକୁ ଯାଉଛନ୍ତି, ସେ କୋଟିଆ କାହିଁକି ଯିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ।

Leave A Reply

Your email address will not be published.