Masthead

ଆସିଲା ବ୍ଲାକ୍ ଫଙ୍ଗସ ପାଇଁ ଔଷଧ, ଜାଣନ୍ତୁ କେମିତି ପାଇବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ପରେ ବ୍ଲାକ ଫଙ୍ଗସ ସଂକ୍ରମଣ ପାଇଁ ସବୁଠି ଆତଙ୍କ । କିନ୍ତୁ ଏବେ ଏହାକୁ ନେଇ ଆସିଛି ଆସ୍ୱସ୍ଥି କର ଖବର । ବ୍ଲାକ ଫଙ୍ଗସ ପାଇଁ ବାହାରିଲାଣି ଔଷଧ । ଖୁବ ଶିଘ୍ର ଆରମ୍ଭ ହେବ ଏହାର ବିତରଣ । ମହାରାଷ୍ଟ୍ର ବର୍ଘା ସହରରେ ଥିବା ଜେନେଟିକ ଲାଇଫ ସାଇନ୍ସ କମ୍ପାନି ୨୭ ତାରିଖରେ ବ୍ଲାକ୍‌ ଫଙ୍ଗସ ପାଇଁ ଔଷଧ ଏମ୍ପୋଟେରେସିନ୍‌ – ବି ଇଂଜେକ୍ସନ୍‌ ନିର୍ମାଣ କରିଥିବା ପ୍ରକାଶ କରିଛି ।

କେନ୍ଦ୍ର ମନ୍ତ୍ରୀ ନିତିନ୍‌ ଗଡକରିଙ୍କ କାର୍ୟ୍ୟାଳୟ ଏହି ସୂଚନା ଦେଇଛି । ବ୍ଲାକ ଫଙ୍ଗସ୍‌ ସଂକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ମୂଲ୍ୟ ୧୨୦୦ ଟଙ୍କା ରହିଛି । ଏହି ଔଷଧର ବିତରଣ ସୋମବାର ଅର୍ଥାତ ୩୧ ମଇ ଠାରୁ ଆରମ୍ଭ ହେବ ବୋଲି ଜଣାଯାଇଛି । ଔଷଧର ଉତ୍ପାଦନ ପାଇଁ ୫ କମ୍ପାନିକୁ ଲାଇସେନ୍ସ ମିଳିଛି । ଔଷଧର ଅଭାବକୁ ଦେଖି ଏବେ ୫ଟି କମ୍ପାନିକୁ ଔଷଧ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । ତେବେ ଦେଶର ପ୍ରତିଟି କୋଣରେ ବ୍ଲାକ୍‌ ଫଙ୍ଗସର ଔଷଧ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି