Masthead

ହ୍ୱାଇଟ ଫଙ୍ଗସକୁ ନେଇ ଆସିଲା ଅଦ୍ଭୁତ ମାମଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ଭିତରେ ଏବେ ହ୍ବାଇଟ ଫଙ୍ଗସର ଆତଙ୍କ ଜାରି ରହିଛି । ହ୍ବାଇଟ ଫଙ୍ଗସ ପାଇଁ କ୍ଷୁଦ୍ର ଅନ୍ତନଳୀ ଏବଂ ବଡ ଅନ୍ତନଳୀରେ ଛିଦ୍ର ହେବାର ଏକ ଅଦ୍ଭୁତ ମାମଲା ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଦେଖିବାକୁ ମିଳିଛି। ବିଶ୍ୱରେ ଏହା ପ୍ରଥମ ଘଟଣା ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି । ୪୯ ବର୍ଷ ବୟସ୍କା ଜଣେ ମହିଳା ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ହେବା ପରେ ୧୩ ତାରିଖରେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମହିଳା ଜଣକ କର୍କଟ ରୋଗରେ ପୀଡିତ ଥିଲେ । କିଛିଦିନ ପୂର୍ବରୁ ସେ କେମୋଥେରାପି କରିଥିଲେ।

ଯେତେବେଳେ ମହିଳା ଜଣକ ଡାକ୍ତରଖାନାରେ ସିଟି ସ୍କାନ କରିଥିଲେ, ଅନ୍ତନଳୀରେ ଏକ ଛିଦ୍ର ଚିହ୍ନଟ ହୋଇଥିଲା। ସାର ଗଙ୍ଗା ରାମ ହସ୍ପିଟାଲର ମେଟଅଫ୍ ସିଭର, ଏବଗ୍ଦଗ୍ଧକ୍ସକ୍ଟରଦ୍ଭଗ୍ଧରକ୍ସକ୍ଟକ୍ଷକ୍ଟଶଚ୍ଚ ବଦ୍ଭୟ ଚବଦ୍ଭମକ୍ସରବଗ୍ଧସମକ୍ଟଭସକ୍ଷସବକ୍ସଚ୍ଚ ଝମସରଦ୍ଭମରଗ୍ଦ ବିଭାଗର ଡକ୍ଟର ଅମିତ ଆରୋରା କହିଛନ୍ତି, ଚାରିଘଣ୍ଟା ଅସ୍ତ୍ରୋପଚାର ପରେ ମହିଳାଙ୍କ ଖାଦ୍ୟ ନଳୀ, ଛୋଟ ଅନ୍ତନଳୀ ଏବଂ ବଡ଼ ଅନ୍ତନଳୀରେ ଛିଦ୍ର ବନ୍ଦ କରିଦିଆ ଯାଇଛି । ପରେ କେବଳ ତରଳ ପଦାର୍ଥର ଲିକେଜ ବନ୍ଦ ହୋଇଯାଇଥିଲା। ଭାରତରେ ଏହା ହେଉଛି ପ୍ରଥମ ମାମଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ