Masthead

ଆଜି ରେଙ୍ଗାଲି ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ

ଅନଗୁଳ (ବଡ଼ ଖବର ବ୍ୟୁରୋ): ବୁଧବାର ରେଙ୍ଗାଲି ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ । ଅନଗୁଳ ଜିଲ୍ଲା କନିଆଁ ବ୍ଲକ ରେଙ୍ଗାଲି ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ବୁଧବାର ଗୋଟିଏ ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବାନ୍ୟାଜଳ ନିଷ୍କାସନ କରାଯିବ । ସୂଚନା ଅନୁଯାୟୀ, ରେଙ୍ଗାଲି ଡ୍ୟାମର ସର୍ବୋଚ୍ଚ ଜଳଧରଣା ୧୧୬.୪୦ମିଟର ରହିବା କଥା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୩୪୭.୨୫ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚାନେଲ ଦେଇ ୫୯୭.୧୧ ଘନ ମିଟର ଜଳ ନିଷ୍କାସିତ ହେଉଛି ।

ପ୍ରତି ଘଣ୍ଟାରେ ଡ୍ୟାମରେ ୩ ସେଣ୍ଟିମିଟର ଜଳ ବୃଦ୍ଧି ପାଉଛି । ଫଳରେ ବୁଧବାର ସେଠାରେ ଥିବା ୨୪ ଟି ଗେଟ ମଧ୍ୟରୁ ଗୋଟିଏ ଗେଟ ଖୋଲା ଯାଇ ଚଳିତ ବର୍ଷର ପ୍ରଥମ ଜଳ ନିଷ୍କାସନ କରାଯିବ । ରେଙ୍ଗାଲି ଡ୍ୟାମର ନିମ୍ନରେ ବ୍ରହ୍ମଣୀ ନଦୀର କୂଳରେ ବସ ବାସ କରୁଥିବା ଅଧିବାସୀ ମାନଙ୍କୁ ସତର୍କ ରହିବାକୁ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା