Before Header

ଭୟଙ୍କର ବସ୍ ଦୁର୍ଘଟଣା, ୪୦ ଆହତ

0 770

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଟୁରିଷ୍ଟ ବସ ସହ ଟ୍ରକ ଓ ହାଇଓ୍ବା ଧକା । ହାଇଓ୍ବା ଡାଇଭର ସମେତ ୫ ଆହାତ। ବସରେ ୪୦ରୁ ଅଧିକ ଯାତ୍ରୀ ସମ୍ବଲପୁରରୁ ପିକନିକ ସାରି ଚଣ୍ଡିଖୋଲ ଫେରୁଥିଲେ। ଏଏନଚ ୧୪୯ ଭେଜିଆ ଛକ ନିକଟରେ ବସ ଓଭରଟେକ୍ କରୁଥିବାବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହାତଙ୍କୁ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.