Masthead

କୂଳ ଲଙ୍ଘିଲା ସୁବର୍ଣ୍ଣରେଖା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କେଉଁ ନଦୀରେ କଣ ସ୍ଥିତି ରହିଛି ସେ ସମ୍ପର୍କରେ ରାଜ୍ୟ ଜଳ ସମ୍ପଦ ପକ୍ଷରୁ ସୂଚନା ଜାରୀ କରାଯାଇଛି । ଆଜି ସକାଳ ୬ ଟା ତଥ୍ୟ ଅନୁସାରେ ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ଜାମଶୋଳା ଘାଟ ଓ ରାଜ ଘାଟ ନିକଟରେ ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଜଳକା ମଥାନି ଠାରେ ବିପଦ ସଂକେତ ଉପରେ ରହିଛି । ଏବଂ ମହାନଦୀ ନରାଜ ଠାରେ ବିପଦ ସଂକେତ ତଳେ ଥିଲେ ବି ଏହାର ଜଳ ପତନ ବୃଦ୍ଧି ପାଇଛି ।

ଏଠାରେ ବିପଦ ସଂକେତ ୨୬.୪୧ ଥିବାବେଳେ ସମାଳ ୬ଟା ସୁଦ୍ଧା ଏହା ୨୫.୫୦ ମିଟରରେ ପହଞିଛି । ହୀରାକୁଦରେ ବନ୍ୟାଜଳ ଅଧିକରୁ ଅଧିକ ନିଷ୍କାସିତ ହେଉଥିବାରୁ ମହାନଦୀରେ ଜଳପତନ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ହୀରାକୁଦରୁ ୨୮ ଟି ଗେଟ ନେଇ ଜଳ ନିଷ୍କାସନ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ