Masthead

ଶିକ୍ଷାକୁ ନେଇ ବେପାର

ପୁରୀ(ବଡ଼ ଖବର ବ୍ୟୁରୋ): ଶିକ୍ଷାକୁ ନେଇ ବେପାର । ଅଧିକ ଟଙ୍କା ଦେଖଥିବା ପିଲାଙ୍କୁ ଅଧିକ ନମ୍ବର ଓ କମ ଟଙ୍କା ଦେଇଥିବା ପିଲାଙ୍କୁ କମ୍ ନମ୍ବର ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ପୁରୀ ବାଲିଘାଇ ସ୍ଥିତ ଚନ୍ଦ୍ରଶେଖର ଏକାଡେମୀରେ ମାର୍କକୁ ନେଇ ହୋଇଛି ଅନିୟମିତତା ।ଏନେଇ ତାତିଛନ୍ତି ଅଭିବାବକ ।

ରକ୍ତକୁ ଝାଳ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଇଥିବା ଅଭିବାବକ ମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟ ପିଲାଙ୍କ ଫିସ୍ ବାବଦକୁ ଅନେକ ଟଙ୍କା ନେଇଥିବା ବେଳେ ଅଧିକ ଟଙ୍କା ଦେଇଥିବା ପିଲାଙ୍କୁ ଅଧିକ ନମ୍ବର୍ ଓ କମ ଟଙ୍କା ଦେଇଥିବା ପିଲାଙ୍କୁ କାମ ନମ୍ବର୍ ଦେଇଛନ୍ତି । ପ୍ରତିଶୃତି ମୁତାବକ ମାର୍କ ରେଜିଷ୍ଟରକୁ ମଧ୍ୟ ଜାଲିଆତି କରାଯାଇଛି । ପ୍ରଶାସନକୁ ଏନେଇ ଜଣାଇବା ପରେ ମଧ୍ୟ ନିଷ୍କର୍ଷ ବାହାରିପାରିନାହିଁ। ଅନ୍ୟପଟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସେମାନଙ୍କର ଏଥିରେ ଭୂମିକା ନାହିଁ । ଯାହା ବି ହଉଛି ସିବିଏସଇ ଗାଇଡଲାଇନକୁ ନେଇ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ