Masthead

କାର ବୋମା ଆକ୍ରମଣ: ୮ ମୃତ, ୨୦ ଗୁରୁତର

(ବଡ଼ ଖବର ବ୍ୟୁରୋ): ଗତ ମଙ୍ଗଳବାର ରାତିରେ କାବୁଲରେ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ବିସମିଲା ମହମ୍ମଦଙ୍କ ଘର ଆଗରେ ଏକ କାର ର୍ଦୁଘଟଣା ଘଟି ୮ ମହିଳା ମୃତ ହେବା ସହ ୨୦ ଗୁରୁତର ଆହାତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦେଶର ଅଭ୍ୟନ୍ତରୀଣ ମନ୍ତ୍ରୀ । ଘଟଣା ଟି ରାତି ୮ରେ କାବୁଲ ଜିଲ୍ଲା ଶିରିପୁର ଅଞ୍ଚଳରେ ଘଟିଛି । ଯେଉଁଠି ସମସ୍ତ ସରକାରୀ କାର୍ଯ୍ୟାୟଳ ରହିଛି ।

ହଠାତ କିଛି ଲୋକେ ପ୍ରତିରକ୍ଷା ମନ୍ତ୍ରୀ ରହୁଥିବା ବାସଭବନରେ ପହଞ୍ଚିବାପରେ ସିକ୍ୟୁରିଟ ଗାର୍ଡଙ୍କ ଉପରକୁ ଗୁଳି ବିନିମୟ କରିବା ଆରମ୍ଭ କରିଦେଇଥିଲେ । ଗୁଳିବିନିମୟ ଏତେ ଭୟଙ୍କର ଥିଲା ଯେ ଗୋଟେ ମିନିଟ୍ ପାଇଁ ସେଠାରେ ବାୟୁମଣ୍ଡଳ ଧୂଆଁ ହୋଇଯାଇଥିଲା । କୁହାଯାଉଛି କାର ବୋମା ଆକ୍ରମଣକାରୀଙ୍କ ଟାର୍ଗେଟରେ ଥିଲା ଗେଷ୍ଟହାଉସ୍ । ଯେଉଁଥିରେ ବାସକରୁଥିଲେ ବିସମିଲ୍ଲା ମହମ୍ମଦ ।

କିଛିଦିନ ହେବ ଆଫଗାନ ସହରରେ ଆଫଗାନ ଓ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଥିଲା । ଯାହାର ଶିକାର ହେଉଛନ୍ତି ଆଫଗାନିସ୍ଥାନର ସାଧାରଣ ନାଗରିକ ଓ ସୁରକ୍ଷାରେ ଥିବା ସିକ୍ୟୁରିଟ ଫୋର୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା