Masthead

ଓୱେସିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଆଇଏମଆଇଏମ ମୁଖ୍ୟ ଅସଦଉଦ୍ଦିନ ଓୱେସି ନାଁରେ ମାମଲା ରୁଜୁ । ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଓୱେସିଙ୍କ ବିରୋଧରେ ମାମଲା ରୁଜୁ କରିଛି ହିନ୍ଦୁ ସେନା । ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି ଅଯୋଧ୍ୟା ରାମମନ୍ଦିର ବିରୋଧରେ ବିବାଦୀୟ ବୟାନ ଦେବା ସହ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି ।

ଏଆଇଏମଆଇଏମ ମୁଖ୍ୟ କହିଥିଲେ ବାବ୍ରି ମସଜିଦଙ୍କୁ ଜାଣିଶୁଣି ବିଜେପି ସରକାର ମାଟିରେ ମିଶାଇଛନ୍ତି । ଆଗକୁ ଏଭଳି ଅନେକ ମସଜିଦ ଧ୍ୱଂସ କରାଯିବ । ତେଣୁ ବିଜେପି ନେତୃତ୍ୱର କେନ୍ଦ୍ର ସରକାରଙ୍କୁ ସଜାଗ ରହିବାକୁ ମୁସଲିମ ଯୁବକଙ୍କୁ ଅପିଲ କରିଥିଲେ ଓୱେସୀ । ଏଥିସହ ଉସକାଇବା ଭଲି ଭାଷଣରେ ଓୱେସୀ କହିଥିଲେ ଧୀରେ ଧିରେ ସବୁ ମସଜିଦ ହାତରୁ ଯିବ ଓ ଯେଉଁଠି କୋରାନା ପଢ଼ାଯାଉଛି ସେଠି ମନ୍ଦିର ଗଢ଼ି ଉଠିବ । ଦିଲ୍ଲୀରୁ ସୁବର୍ଣ୍ଣ ମସଜିଦ ସହ କିଛି ମସଜିଦ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ