Before Header

ମାମଲା ରୁଜୁ କଲା ସିବିଆଇ

0 29

ବାଲେଶ୍ୱର  (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ମାମଲା ରୁଜୁ କଲା ସିବିଆଇ । ରେଳ ମନ୍ତ୍ରାଳୟ ଆବେଦନରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଛି । ପୂର୍ବରୁ ମାମଲା ରୁଜୁ କରିଥିଲା ଜିଆରପି । ଜିଆରପି ଠାରୁ ତଦନ୍ତ ଭାର ନେଲା ସିବିଆଇ ।

Leave A Reply

Your email address will not be published.