Before Header

କଟକ ନକଲି କରୋନା ଔଷଧ ଯାଞ୍ଚ ପାଇଁ ମୁମ୍ବାଇ ଗଲା ପୋଲିସ

0 41

କଟକ(ବଡ଼ ଖବର ବ୍ୟୁରୋ): ନକଲି କରୋନା ଔଷଧ ଜବତ ପ୍ରସଙ୍ଗ । ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା ଏସଟିଏଫର କ୍ରାଇମବ୍ରାଞ୍ଚ ଟିମ । ସେଠାରେ ମାକ୍ସ ରିଲିଫ ସଂସ୍ଥାର ଅଧିକ ଖୋଳତାଡ କରିବ ଏସଟିଏଫ୍ । କଟକରୁ ଜବତ ନକଲି ଔଷଧ ଏହି ସଂସ୍ଥାରୁ ଆଣିଥିବା ସୂଚନା । ମୁମ୍ବାଇରେ ମାକ୍ସ ରିଲିଫ ସଂସ୍ଥାର ମୁଖ୍ୟ ଗିରଫ ହୋଇଥିବା ସୂଚନା ।

Leave A Reply

Your email address will not be published.