Masthead

କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ଏଣିକି ସୁଧ ଉପରେ ଦେବାକୁ ପଡିବ ନାହିଁ ସୁଧ

ନୂଆଦିଲ୍ଲୀ (ବଡଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ବ୍ୟାଙ୍କରୁ ଋଣ କରିଥିବା ଗ୍ରାହକଙ୍କୁ ମିଳିବ ବଡ ଆଶ୍ୱସ୍ତି । କରୋନା ସମୟରେ ଘୋଷଣା କରାଯାଇଥିବା ମୋରାଟୋରିୟମ ଅଥବା ସୁଧ ଉପରେ ରହିଥିବା ସୁଧ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨କୋଟି ପର୍ଯ୍ୟନ୍ତ ଋଣ କରିଥିବା ଗ୍ରାହକଙ୍କ ଲାଗି ଏଭଳି ସୁବିଧା ରହିଛି । ଏସମ୍ପର୍କରେ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର । କରୋନା ଲାଗି ୬ମାସ କିସ୍ତି ଘୁଞ୍ଚାଯାଇଥିଲା । ଗ୍ରାହାକମାନଙ୍କୁ କିନ୍ତୁ ସୁଧ ଉପରେ ସୁଧ ଦେବାକୁ ପଡୁଥିଲା । ଯାହାକୁ ଲାଘବ କରିଛନ୍ତି ସରକାର । ଗ୍ରାହାକମାନେ କେବଳ ସୁଧ ଦେବେ । ବାକି କମ୍ପାନୀ ମୋରାଟୋରିୟମ କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ