Masthead

୧୦୦ ତଳକୁ ଖସୁନି ପେଟ୍ରୋଲ ଦର, ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର । ଲୋକେ ଗାଡି ଧରି ବାହାରକୁ ଯିବାକୁ ଡରିଲେଣି । ଚିନ୍ତାରେ ବର୍ତ୍ତମାନ ଗାଡି ଚାଲକ । ଶୁକ୍ରବାର ପେଟ୍ରୋଲ ଦର ରାଜ୍ୟର ଅଧିକାଂଶ ସ୍ଥାନରେ ଶତକ ପାର କରିଛି । କାଲିମେଳାରେ ଏହା ସର୍ବାଧିକ ୧୦୬ ଟଙ୍କା ରହିଛି । ସେହିଭଳି ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୧୧ ପଇସା ରହିଛି ।

ଖୋର୍ଦ୍ଧା ଓ କଟକରେ ବି ପେଟ୍ରୋଲ ଦର ଶହେ ପାର କରିଛି । ଖୋର୍ଦ୍ଧାରେ ପେଟ୍ରୋଲ ଦର ୧୦୦ ଟଙ୍କା ୬ ପଇସା ରହିଥିବାବେଳେ କଟକରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି । ଅନ୍ୟ ସହରରେ ବି ପେଟ୍ରୋଲ ଶତକ ପାର କରିଛି । ପେଟ୍ରୋଲ ଦରରେ ଲଗାତାର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହାକ । ଗତ କିଛି ଦିନ ହେବ ପେଟ୍ରୋଲ ଦରରେ ଲଗାତାର ବୃଦ୍ଧି ପାଇଛି । ଗାଡି ବାହାର କରିବା ପୂର୍ବରୁ ଲୋକେ ଚିନ୍ତା କରୁଛନ୍ତି । ଏପରିକି ପେଟ୍ରୋଲ ପାଇଁ ପକେଟ ଫାଙ୍କା ହୋଇଯାଉଥିବା କହିଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା