Masthead

କେଉଁ କେଉଁ ଜାଗାରେ ଏ ଟଙ୍କା ଲଗା ଯାଇଛି ତଥ୍ୟ ସାମ୍ନାକୁ ଆସିବା ଦରକାର : ସାଲୁଜା

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ‘ଡିଏନ’ ରେଙ୍ଗାଲିଆ କମ୍ପାନୀ ରେଡ଼ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା । କହିଛନ୍ତି କାଲି ଯେଉଁ ଡି ଏନ କମ୍ପାନୀରେ ରେଡ କରାଯାଇଛି । ସେଠାରୁ କୋଟି କୋଟି ଟଙ୍କାର କ୍ୟାସ ରେଡ଼ ହୋଇଛି। ଏହାସହ ବହୁତ କାଗଜ ଜବତ ହୋଇଛି। ଆଗକୁ ମଧ୍ୟ କୋଟି କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି। ବଡ଼ କଥା ଏ କୋଟି କୋଟି ଟଙ୍କା କାହାର? କେଉଁ ଦଳର ଓ କେଉଁଠୁ ଆସିଲା। ଲୋକ କହୁଛନ୍ତି ଏ ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର ।

ନିର୍ବାଚନରେ ଖଟେଇବା ପାଇଁ ଏ ଟଙ୍କା ରଖାଯାଇଥିଲା। ଆଇଟି ଖବର ପାଇ ରେଡ କରିଛି। କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଏ ଟଙ୍କା ତାର ଖୁଲାସା ହେବା ଦରକାର। ଓଡ଼ିଶା ଭଳି ଗରିବ ରାଜ୍ୟରେ ଏତେ ଏତେ କ୍ୟାସ ମିଳିବା ବହୁତ ବଡ଼ କଥା। ଆହୁରି ମଧ୍ୟ ଅନେକ ଟଙ୍କା ମିଳିବା ସମ୍ଭାବନା ରହିଛି। ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଏହାକୁ କେଉଁ କେଉଁ ଜାଗାରେ ଲଗା ଯାଇଛି ତାର ମଧ୍ୟ ତଥ୍ୟ ସାମ୍ନାକୁ ଆସିବା ଦରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ